ଭୁବନେଶ୍ୱର,୧୮ ।୯(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୪୧୦୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧,୩୭,୫୬୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Another 4101 Covid patients have recovered and are being discharged on 18.09.2020
782 from Khordha
550 from Cuttack
298 from Puri
193 from Bolangir
169 from Jajapur
132 from Kendrapara
121 from Sonepur
115 from Jagatsinghpur
115 from Nabarangpur
112 from Nuapada— H & FW Dept Odisha (@HFWOdisha) September 18, 2020
25 from Gajapati
23 from Sundargarh
16 from Anugul
10 from Deogarh
320 from State PoolThe total recovered cases of Odisha now stand at 137567
— H & FW Dept Odisha (@HFWOdisha) September 18, 2020
ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୭୮୨, କଟକରୁ ୫୫୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।