ବାଣ କାରଖାନାରେ ବିସ୍ଫେରଣ: ୬ ମୃତ, ୬ ଗୁରୁତର

ପ୍ରୟାଜରଜ : ଉତ୍ତର ପ୍ରଦେଶ ଅମରୋହାରେ ବାରକାରଖାନାରେ ବଡ଼ ଧରଣର ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ୬ ଜଣ ମୃତ୍ୟୁବରଣ କରିଥିବା ସୂଚନା ।

ବିସ୍ଫୋରଣରେ ଅନ୍ୟ ୬ ଜଣ ଗୁରୁତର ଆହତ ହୋଇଥିବାବେଳେ ସେମାନଙ୍କୁ ଚିକିତ୍ସା ସକାଶେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ବରିଷ୍ଟ ଜିଲ୍ଲା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି । ବିସ୍ଫେରଣର କାରଣ ଜଣାପଡ଼ି ନଥିବାବେଳେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି ।