fbpx

DRDO ପକ୍ଷରୁ ବାହାରିଲା ୬୩୦ଟି ପଦବୀ, ଆସନ୍ତା ତିନି ଦିନ ମଧ୍ୟରେ ଶୀଘ୍ର କରନ୍ତୁ ଆବେଦନ

ଚାକିରି ଖୋଜୁଥିବା ଯୁବକ ଓ ଯୁବତୀଙ୍କ ପାଇଁ ଏକ ଭଲ ସୁଯୋଗ ଆସିଛି । ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା (ଡିଆରଡିଓ) ପକ୍ଷରୁ ୬୩୦ଟି ପଦବୀ ବାହାରିଛି । ଏହାର ଆବେଦନର ଅନ୍ତିମ ତାରିଖ ଜୁଲାଇ ୨୭ ତାରିଖ ରହିଛି । କେନ୍ଦ୍ର ସରକାରଙ୍କ ଅଧୀନରେ ଚାକିରି କରୁବାକୁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ତୁଳେ ଦିଆଯାଇଥିବା ନୋଟିଫିକେସନକୁ ଭଲ ଭାବେ ପଢ଼ି ଆବେଦନ କରିବାକୁ ଅନୁରୋଧ ।

ବିଜ୍ଞପ୍ତିରେ ସାଇଣ୍ଟିଷ୍ଟ ‘ବି’ ଡିଆରଡିଓ ୫୭୯ଟି, ସାଇଣ୍ଟିଷ୍ଟ ‘ବି’ ଡିଏସଟି ୮ଟି ଓ ସାଇଣ୍ଟିଷ୍ଟ / ଇଞ୍ଜିନିୟର ଏଡିଏ ୪୩ଟି ପଦବୀ ରହିଛି । ପ୍ରାର୍ଥୀମାନେ ଯେ କୌଣସି ୟୁନିଭରସିଟିରୁ ଭାଲିଡ୍ ଗେଟ୍ ସ୍କୋର ଥାଇ ଡିଗ୍ରୀରେ ପ୍ରଥମ ସ୍ଥାନ/ ପିଜିରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଆବଶ୍ୟକ । ଏଥିପାଇଁ ସର୍ବନିମ୍ନ ବୟସସୀମା ୨୮ ବର୍ଷ ରହିଥିବା ବେଳେ ସର୍ବାଧିକ ୪୦ ବର୍ଷ ରହିଛି ।

ଅନଲାଇନ୍ ଆବେଦନ ରେଜିଷ୍ଟ୍ରେସନ ଲିଙ୍କ: https://rac.gov.in/drdo/public/register

ଲଗ୍ ଇନ୍ ଲିଙ୍କ: https://rac.gov.in/drdo/public/login

ଅଫିସିଆଲ ନୋଟିଫିକେସନ ଲିଙ୍କ: https://nijuktikhabar.in/wp-content/uploads/2022/07/Notification-DRDO-RAC-Scientist-Recruitment-2022.pdf

ଅଫିସିଆଲ ୱେବସାଇଟ୍: https://rac.gov.in/index.php?lang=en&id=0

Get real time updates directly on you device, subscribe now.