fbpx

ବନ୍ଧୁକ ମୁନରେ ଲୁଟିନେଲେ ୭ ଲକ୍ଷ ଟଙ୍କା

ଜଟଣୀ,୫ ।୧୦(ଓଡିଶା ଭାସ୍କର): ଜଟଣୀ ମ୍ୟୁନିସିପାଲିଟି ଛକରୁ ବନ୍ଧୁକ ମୁନରେ ଲୁଟିନେଲେ ୭ ଲକ୍ଷ ଟଙ୍କା । ଘରୋଇ ଅର୍ଥଲଗାଣକାରୀ ସଂସ୍ଥା କର୍ମଚାରୀଙ୍କଠାରୁ ହୋଇଛି ଏହି ଲୁଟ୍ । ୩ ଦୁର୍ବୃତ୍ତ ପଲସର ବାଇକରେ ଆସି ବନ୍ଧୁକ ଦେଖାଇ ଲୁଟ୍ କରିଥିବା ଅଭିଯୋଗ ହୋଇଛି । ଲୁଟ୍ କରିବା ପରେ ଘଟଣାସ୍ଥଳରୁ ଫେରାର ମାରିଛନ୍ତି ଦୁର୍ବୃତ୍ତ । ଏନେଇ ଥାନାରେ ମନୋରଞ୍ଜନ ପଟ୍ଟନାୟକ ଏତଲା ଦେଇଛନ୍ତି ।

Get real time updates directly on you device, subscribe now.