ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆବର୍ଷରେ ଏକ ବଡ଼ ନିଯୁକ୍ତି ସୁଯୋଗ ଆସିଛି । ମୋଟ ୭୯୬ଟି ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ASO) ପଦବୀ ନିମିତ୍ତ ବିଜ୍ଞାପନ ବାହାରିଛି । ସଫଳ ପ୍ରାର୍ଥୀମାନଙ୍କୁ ଓଡ଼ିଶା ସରକାରଙ୍କ ଗୃହ ବିଭାଗ ଅଧୀନରେ ଗ୍ରୁପ-ବି ରାଙ୍କରେ ସେକ୍ରେଟାରିଏଟରେ ନିଯୁକ୍ତି ମିଳିବ । ଆଶାୟୀ ଛାତ୍ରଛାତ୍ରୀମାନେ ନିମ୍ନ ପ୍ରଦତ୍ତ ବିଜ୍ଞାପନ ଲିଙ୍କରେ କ୍ଲିକ କରି ସବିଶେଷ ତଥ୍ୟ ପାଇ ପାରିବେ ।
ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା: ଗ୍ରାଜୁଏସନ
ଦରମା: ୩୫,୪୦୦/- PM
ବୟସ: ୨୧ରୁ ୩୨ ବର୍ଷ (ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ କୋହଳ ହେବ)
ଆବେଦନ ଫିସ୍: ୫୦୦/- (SC/ ST/ PwDଙ୍କ ପାଇଁ ଛାଡ଼)
ଅନଲାଇନ ଆବେଦନ ଆରମ୍ଭ ତାରିଖ: ୨୦.୦୧.୨୦୨୨
ଅନଲାଇନ ଆବେଦନ ଅନ୍ତିମ ତାରିଖ: ୧୯.୦୨.୨୦୨୨
ଆପ୍ଲାଏ ଅନଲାଇନ ଲିଙ୍କ: Available Soon
ଅଫିସିଆଲ ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2022/01/Notification-OPSC-Asst.-Section-Officer-Posts.pdf
ଅଫିସିଆଲ ୱେବସାଇଟ୍: https://www.opsc.gov.in/Public/OPSC/Default.aspx