fbpx

ଓମିକ୍ରନ୍ ଭୟ: ଏହି ରାଜ୍ୟରେ ବି ଲାଗୁହେଲା ନାଇଟ କର୍ଫ୍ୟୁ

ନୂଆଦିଲ୍ଲୀ: ଓମିକ୍ରନ ସଂକ୍ରମଣକୁ ରୋକିବା ପାଇଁ କର୍ଣ୍ଣାଟକରେ ଲାଗୁ ହେବ ନାଇଟ କର୍ଫ୍ୟୁ । ଆସନ୍ତା ୨୮ ତାରିଖରୁ ନାଇଟ କର୍ଫ୍ୟୁ ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । ରାଜ୍ୟରେ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ୮ଦିନ ପାଇଁ ନାଇଟ କର୍ଫ୍ୟୁ ଲାଗୁ ହେବ । ଏହା ବ୍ୟତୀତ ହୋଟେଲ, ବାର୍ ଓ ସିନେମା ହଲ୍ ରେ ଲୋକଙ୍କ କ୍ଷମତା ୫୦ ପ୍ରତିଶତ କମାଇବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଏଥିସହିତ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନୂଆ ବର୍ଷ ଓ କ୍ରିସମସ୍ ରେ ସାର୍ବଜୀନକ ସ୍ଥାନରେ ଅଧିକ ସଂଖ୍ୟାରେ ଲୋକ ଏକାଠି ନ ହେବାକୁ ପରାମର୍ଶ ଦେଇଛନ୍ତି । ରେଷ୍ଟୁରାଣ୍ଟ, ହୋଟେଲ, ବିବାହ ଉତ୍ସବରେ ଭିଡ଼ କରିବାକୁ ବାରଣ କରିଛନ୍ତି ସରକାର ।

 

Get real time updates directly on you device, subscribe now.