ବାରିପଦା(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ କନଷ୍ଟେବଳ । କନଷ୍ଟେବଳ ନିହାର ରଞ୍ଜନ ଦଣ୍ଡପାଟଙ୍କ ଘରେ ରେଡ୍ ହୋଇଛି । ମୟୂରଭଞ୍ଜ SP ଅଫିସରେ କାର୍ଯ୍ୟ କରନ୍ତି କନଷ୍ଟେବଳ ଦଣ୍ଡପାଟ । କନଷ୍ଟେବଳ ଦଣ୍ଡପାଟଙ୍କ ୬ଟି ଘରେ ରେଡ୍ ଚାଲିଛି । ଏହି ଚଢ଼ାଉରେ ଭିଜିଲାନ୍ସର ୩୫ ଜଣ ଅଫିସର ସାମିଲ ଅଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ ଚାଲିଛି । ବର୍ତ୍ତମାନ ସୁଦ୍ଧା ତାଙ୍କ ପାଖରୁ କେତେ ସମ୍ପତ୍ତି ଜବତ ହୋଇଛି, ସେନେଇ କୌଣସି ସୂଚନା ମିଳିନାହିଁ ।
Get real time updates directly on you device, subscribe now.
Prev Post
ମେଡିକାଲ୍ ସାଇନ୍ସ ଇତିହାସରେ ପ୍ରଥମ: ମଣିଷ ଶରୀରରେ ଲାଗିଲା ଘୁଷୁରୀର ହୃଦୟ, ଏବେ ଏପରି ରହିଛି ରୋଗୀର ଅବସ୍ଥା
Next Post