fbpx

(Video)ବର୍ଷେ ରହିବା ପରେ ନିଷ୍ପତ୍ତି ନେବ ବାହା ହେବ କି ନାହିଁ, ଆମେ କଣ ଖେଳାଳୀ- ସୌମ୍ୟଙ୍କ ଭାଇ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମଡେଲ୍ ତଥା ଯୁବ ବ୍ୟବସାୟୀ ସୌମ୍ୟ ସୁଇସାଇଡ୍ ମାମଲାକୁ ନେଇ ବିବାଦ ଘନେଇବାରେ ଲାଗିଛି । ବର୍ତ୍ତମାନ ସୌମ୍ୟଙ୍କ ବାନ୍ଧବୀ ସୋନାଲିଙ୍କ ପାଇଁ ଅଡ଼ୁଆ ବଢ଼ିଚାଲିଛି । ପ୍ରେମ ପ୍ରସଙ୍ଗକୁ ନେଇ ସୌମ୍ୟ ଆତ୍ମହତ୍ୟା କରିବା ମାମଲାକୁ ନେଇ ଏବେ ଲୋକମାନେ ନା ନା ଦିଗରୁ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । ତା ଉପରେ ପୁଣି ଅଡିଓ ରେକର୍ଡି ସାମନାକୁ ଆସିବା ପରେ ସୋନାଲିଙ୍କ ଉପରେ ଲୋକମାନେ ଆକ୍ରୋଶ ବଢ଼ିବାରେ ଲାଗିଛି । ଏହି କ୍ରମରେ ସୌମ୍ୟଙ୍କ ଭାଇଙ୍କ ପ୍ରତିକ୍ରିୟା ସାମନାକୁ ଆସିଛି । ସେ କଣ କହୁଛନ୍ତି ଶୁଣନ୍ତୁ …

 

Get real time updates directly on you device, subscribe now.