fbpx

ହାଜତ ମୃତ୍ୟୁ ଘଟଣାରେ ଜେଲ ଗଲେ ପୋଲିସ ବାବୁ

କେନ୍ଦ୍ରପଡା,୩ ।୧୨(ଓଡିଶା ଭାସ୍କର): କେନ୍ଦ୍ରପଡା ଜିଲ୍ଲା ମହାକାଳପଡା ଥାନାରେ ହାଜତ ମୃତ୍ୟୁ ଘଟଣା ଘନେଇବାରେ ଲାଗିଛି । ଏହି ଘଟଣାରେ ଆତ୍ମସମର୍ପଣ କରି ଜେଲ ଗଲେ ତତ୍କାଳୀନ ଆଇଆଇସି ଶ୍ୟାମଘନ ବେହେରା । ଜିଲ୍ଲା କୋର୍ଟରେ ଜାମିନ ଖାରଜ ହେବା ପରେ ସେ କେନ୍ଦ୍ରପଡା ସବଜେଲକୁ ଯାଇଛନ୍ତି ।

ତେବେ ୨୦୧୮ ଅଗଷ୍ଟ ୨ରେ ଅବିନାଶ ପାଇଟାଳଙ୍କ ହାଜତ ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ଫେରାର ଥିବା ଶ୍ୟାମଘନ ଆଜି ଏସଡିଜେଏମ କୋର୍ଟରେ ଆତ୍ମସମର୍ପଣ କରିଥିଲେ ।

Get real time updates directly on you device, subscribe now.