fbpx

ନବୀନ ଦୂର କଲେ ମୟୁରଭଞ୍ଜବାସୀଙ୍କ ଦୁଃଖ

ମୟୁରଭଞ୍ଜ: ଦୂର ହେଲା ମୟୁରଭଞ୍ଜବାସୀଙ୍କ ଦୁଃଖ । ଦୁଇଟି ବୃହତ ଜଳ ସେଚନ ପ୍ରକଳ୍ପର ଭେଟି ଦେଲେ ନବୀବ । ମୟୁରଭଞ୍ଜରେ ବିଜେଡିର ବଡବାବୁ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମୟୁରଭଞ୍ଜର ଦୁଇଟି ବୃହତ୍ତ ଜଳ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । କରଞ୍ଜିଆରେ ଦେଓ ଜଳସେଚନ ଏବଂ ରାସ ଗୋବିନ୍ଦ ପୁରରେ ସୁବର୍ଣ୍ଣରେଖା ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ଦ୍ୱାରା ୨୭ ହଜାର ହେକ୍ଟରରୁ ଅଧିକ ଚାଷ ଜମିରେ ଏବେ ଜଳସେଚିତ ହୋଇ ପାରିବ । ଏହି ପ୍ରକଳ୍ପ ଦ୍ୱାରା ଉଭୟ ମୟୁରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଳାର ଚାଷୀ ମାନେ ଉପକୃତ ହୋଇପାରିବେ ।

ସୂଚନାମୁତାବକ ଓଡିଶା ଆମର କୃଷି ପ୍ରଧାନ ରାଜ୍ୟ । ଏହାର ଅଧିକାଂଶ ଲୋକା ଚାଷ ଉପରେ ନିର୍ଭର କରନ୍ତି । ଆଉ ଚାଷୀ ମାନଙ୍କ ପାଇଁ ମୁଖ୍ୟ ସମସ୍ୟା ହେଉଛି ଜଳ । ଆମ ମୁଖ୍ୟମନ୍ତ୍ରୀ ସଦା ସର୍ବଦା ରାଜ୍ୟର ଲୋକମାନଙ୍କ ପାଇଁ ତତତ୍ପରତା ଦେଖାଇ ଆସିଛନ୍ତି । ଯାହାର ଫଳ ସ୍ୱରୁପ ଆଜି ଆଉ ଦୁଇଟି ଜଳ ବୃହତ୍ତ ଜଳ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ।

Get real time updates directly on you device, subscribe now.