fbpx

ଆସିଲା ୭୦ ରୁ ୮୧ନମ୍ବର ପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ

ଭୁବନେଶ୍ୱର, ୨୨ା୪(ଓଡ଼ିଶା ଭାସ୍କର): ଆଜି ୧୨ଜଣଙ୍କ ଗସ୍ତ ବିବରଣୀ ଦେଇଛନ୍ତି ସରକାର । ୭୦,୭୧,୭୨,୭୩,୭୪,୭୫,୭୬,୭୭,୭୮,୭୯,୮୦,୮୧ ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଇଛନ୍ତି ସରକାର । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ୭୦ରୁ ୭୪ ଆକ୍ରାନ୍ତଙ୍କ କୋଲକାତା ଲିଙ୍କ ଥିବା ବେଳେ ୬୧ନମ୍ବର ଆକ୍ରାନ୍ତଙ୍କ ସମ୍ପର୍କରେ ୭୫ହଭ ୭୯ ନମ୍ବର ଆକ୍ରାନ୍ତ ଆସିଥିବା ନେଇ ଜଣାପଡ଼ିଛି । ୬୧ନମ୍ବର ଆକ୍ରାନ୍ତ ଜଣକ ବାଲେଶ୍ୱରର ନେଳିଆବାଗ ଅଞ୍ଚଳର  ।

Get real time updates directly on you device, subscribe now.