fbpx

ପ୍ରତ୍ୟେକ ବୁଦ୍ଧିମାନ ବ୍ୟକ୍ତି ଏହି ବିଷୟ ରଖିଥାନ୍ତି ଗୋପନୀୟ, ଜାଣନ୍ତୁ

ଜି ଆମେ ଆପଣଙ୍କୁ ୪ଟି ଏପରି ବିଷୟ ସମ୍ପର୍କରେ କହିବୁ ଯାହା ପ୍ରତ୍ୟେକ ବୁଦ୍ଧିମାନ ବ୍ୟକ୍ତି ଗୋପନୀୟ ରଖିଥାନ୍ତି । ଆସନ୍ତୁ ଜାଣିବା ଏଗୁଡ଼ିକ ସମ୍ପର୍କରେ…
୧. ଜଣେ ବୁଦ୍ଧିମାନ ବ୍ୟକ୍ତି ନିଜ ବ୍ୟବସାୟର ସୁତ୍ର କାହାକୁ କହିବା ଉଚିତ ନୁହେଁ । କାରଣ ଏହା ଜାଣିବା ପରେ ତାଙ୍କ ଶତ୍ରୁ ଥିବା ଅନ୍ୟ ବ୍ୟକ୍ତିମାନେ ତାଙ୍କୁ କ୍ଷତି ପହଞ୍ଚାଇ ପାରନ୍ତି ।
୨. ଜଣେ ବୁଦ୍ଧିମାନ ବ୍ୟକ୍ତି କେବେ ବି ନିଜ ପତ୍ନୀଙ୍କ ଚରିତ୍ର କୌଣସି ବ୍ୟକ୍ତି ନିକଟରେ ପ୍ରକାଶ କରିବା ଉଚିତ ନୁହେଁ । କାରଣ ଏହାଫଳରେ ସେ ନିଜେ ହିଁ ବଦନାମ୍ ହୋଇଥାନ୍ତି ।
୩. ଜଣେ ବୁଦ୍ଧିମାନ ବ୍ୟକ୍ତି କେବେ ବି ନିଜକୁ ମିଳିଥିବା ଅପମାନ ସମ୍ପର୍କରେ କାହାକୁ କହିବା ଉଚିତ ନୁହେଁ । କାରଣ ଏହାଫଳରେ ଅନ୍ୟ ବ୍ୟକ୍ତିମାନେ ତାଙ୍କୁ କ୍ଷତି ପହଞ୍ଚାଇବାର ସମ୍ଭାବନା ସୃଷ୍ଟି ହୋଇଥାଏ ।
୪. ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ, ଜଣେ ବୁଦ୍ଧିମାନ ବ୍ୟକ୍ତି ନିଜ ଧର୍ମ ଏବଂ ଜାତିର ରହସ୍ୟ ସମାଜ ନିକଟରେ ଆବୁଡ଼ା ପଡ଼ି କହିବା ଉଚିତ ନୁହେଁ । ଏହା ଫଳରେ ଆପଣଙ୍କ ପ୍ରତି ସମାଜର ହୀନ ଭାବନା ସୃଷ୍ଟି ହୋଇଥାଏ ।

Get real time updates directly on you device, subscribe now.