fbpx

ଆସିଲା ୧୫ଜଣ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ

ଭୁବନେଶ୍ୱର, ୨ା୫(ଓଡ଼ିଶା ଭାସ୍କର): ଆଜି ୧୫ଜଣଙ୍କ ଗସ୍ତ ବିବରଣୀ ଦେଇଛନ୍ତି ରାଜ୍ୟ ସରକାର । । ୧୨୯ରୁ ୧୪୩ ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଇଛନ୍ତି ସରକାର । ସମସ୍ତ ଆକ୍ରାନ୍ତଙ୍କ କୋଲକାତା ଲିଙ୍କ ଥିବା ଜଣାପଡ଼ିଛି । ଅଧିକାଂଶ ୯୮ ନମ୍ବର ଆକ୍ରାନ୍ତଙ୍କ ନିକଟ ସମ୍ପର୍କୀୟ ହୋଇଥିବା ସୂଚନା ରହିଛି । ୯୬, ୯୮ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛି । ୧୫ଜଣଙ୍କ ଭିତରୁ ଯାଜପୁର କଟିକଟା ଅଞ୍ଚଳର ୧୪ଜଣ । ୧୪୩ନମ୍ବର ଆକ୍ରାନ୍ତ ବାଲେଶ୍ୱର ସିମୁଳିଆ ଅଞ୍ଚଳର ।

Get real time updates directly on you device, subscribe now.