fbpx

ଝାଡଖଣ୍ଡର ୧୭ଟି ବିଧାନସଭା ଆସନ ପାଇଁ ନିର୍ବାଚନ: ୧ଟା ସୁଦ୍ଧା ୪୫.୧୪% ମତଦାନ

ଝାଡଖଣ୍ଡ,୧୨ ।୧୨: ଝାଡଖଣ୍ଡର ୧୭ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ଜାରି ରହିଛି । ଅପରାହ୍ନ ୧ଟା ସୁଦ୍ଧା ୪୫.୧୪% ମତଦାନ ସରିଛି । ୩୨ ମହିଳାଙ୍କ ସମେତ ନିର୍ବାଚନ ଲଢୁଛନ୍ତି ୩୦୯ ଜଣ ପ୍ରାର୍ଥୀ । ୮ଟି ଜିଲ୍ଲାର ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୫୬ ଲକ୍ଷରୁ ଅଧିକ ଜନତା ।

ତେବେ ୫ଟି ବିଧାନସଭା ଆସନରେ ୫ଟା ଯାଏ ଭୋଟ୍ ଗ୍ରହଣ ଚାଲିବ । ଅନ୍ୟ ୧୨ଟି ମାଓ ପ୍ରଭାବିତ ଆସନରେ ୩ଟା ଯାଏ ମତଦାନ ଚାଲିବ ।

Get real time updates directly on you device, subscribe now.