fbpx

୨୦୨୩ ମସିହା ଲାଗି ଦେବାଶୀଷ ସାହୁ ପାଇବେ ସମ୍ମାନଜନକ ଏକଲବ୍ୟ ପୁରସ୍କାର

ଭୁବନେଶ୍ପର: ୨୦୨୩ ମସିହା ଲାଗି ସମ୍ମାନଜନକ ଏକଲବ୍ୟ ପୁରସ୍କାର ପାଇବେ ଟେନିସ ତାରକା ଦେବାଶୀଷ ସାହୁ । ଇଣ୍ଡିଆନ ମେଟାଲ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ (ଇମ୍ପାକ୍ଟ)ଏହି ଘୋଷଣା କରାଯାଇଛି ।

ଏହି ଉପଲକ୍ଷେ ତାଙ୍କୁ ୫ ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରାଯିବ । ୨୦୨୩ ଲାଗି ୨ ଜଣ ଉପବିଜେତାଙ୍କ ନା ମଧ୍ୟ ଘୋଷଣା କରାଯାଇଛି । ସେମାନେ ହେଉଛନ୍ତି ବାପି ହାଂସଦା ଓ ଜ୍ୟୋସ୍ନା ସବର ।

Get real time updates directly on you device, subscribe now.