fbpx

କଟକରେ ଜଣେ ଡାକ୍ତର କରୋନା ଆକ୍ରାନ୍ତ

କଟକ, ୨୬/୫(ଓଡିଶା ଭାସ୍କର): କଟକରେ ଜଣେ ଡାକ୍ତର କରୋନା ଆକ୍ରାନ୍ତ  ହୋଇଥିବା ଜଣାପଡିଛି। ଏହାସହ କିଛି ଦିନ ତଳେ ତାଙ୍କ ପତ୍ନୀଙ୍କୁ କେନ୍ଦ୍ରାପଡ଼ା ଆଣିବାକୁ ଯାଇଥିଲେ  । ଆକ୍ରାନ୍ତ ଡାକ୍ତର କଟକ ଅଶ୍ବିନୀ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୁଚନା ରହିଛି।

ସେନେଇ ଆସନ୍ତାକାଲି ଡାକ୍ତରଙ୍କ ପତ୍ନୀଙ୍କର  କୋଭିଡ୍‌ ଟେଷ୍ଟ କରାଯିବ। ଡାକ୍ତରଙ୍କ କଣ୍ଟାକ୍ଟ ଟ୍ରେସିଂ ପାଇଁ ଗଠନ ହୋଇଛି ଟିମ୍‌ । ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ ଡାକ୍ତର କରୋନା ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି।

Get real time updates directly on you device, subscribe now.