• Likes
  • Followers
  • Subscribers
  • Followers
  • Android App
  • Saturday, June 14, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI RAJA 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • ବାଣିଜ୍ୟ
  • ନିୟମ ବଦଳାଇଲା SEBI, ବର୍ତ୍ତମାନ ଶେୟାର ବିକ୍ରୟ ପରେ ଆକାଉଣ୍ଟକୁ ଟଙ୍କା ଆସିବା ହେଲା ଆହୁରି ସହଜ

ନିୟମ ବଦଳାଇଲା SEBI, ବର୍ତ୍ତମାନ ଶେୟାର ବିକ୍ରୟ ପରେ ଆକାଉଣ୍ଟକୁ ଟଙ୍କା ଆସିବା ହେଲା ଆହୁରି ସହଜ

By Sasmita Jamuda On Jun 6, 2024 at 11:54 AM
Share

ନୂଆଦିଲ୍ଲୀ: ବୁଧବାର ମାର୍କେଟ ନିୟାମକ ସିକ୍ୟୁରିଟି ଆଣ୍ଡ୍ ଏକ୍ସଚେଞ୍ଜ ବୋର୍ଡ଼ ଅଫ୍ ଇଣ୍ଡିଆ(SEBI) ଗ୍ରାହକଙ୍କ ଆକାଉଣ୍ଟରେ ସିଧାସଳଖ ଭାବେ ଦେୟ ପ୍ରକ୍ରିୟା ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ନେଇଛି । ପରିଚାଳନା ଦକ୍ଷତା ବୃଦ୍ଧି ଏବଂ ଗ୍ରାହକଙ୍କ ସିକ୍ୟୁରିଟି ପ୍ରତି ବିପଦକୁ ହ୍ରାସ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଏହା ଅକ୍ଟୋବର ୧୪ରୁ କାର୍ଯ୍ୟକାରୀ ହେବା ନେଇ ଏକ ସାର୍କୁଲାରରେ କହିଛି SEBI ।

ବର୍ତ୍ତମାନ କ୍ଲିୟରାନ୍ସ କର୍ପୋରେସନ ପ୍ରଥମେ ଦଲାଲଙ୍କ ଆକାଉଣ୍ଟରେ ସିକ୍ୟୁରିଟି ପେମେଣ୍ଟ କରିଥାଏ । ପରେ ଏହାକୁ ସମ୍ପୃକ୍ତ ଗ୍ରାହକଙ୍କ ଡିମାଟ୍ ଆକାଉଣ୍ଟରେ ଜମା କରାଯାଏ । ନୂଆ ନିୟମ ଅନୁଯାୟୀ ଏଣିକି ସମ୍ପୃକ୍ତ ଗ୍ରାହକଙ୍କ ଡିମାଟ୍ ଆକାଉଣ୍ଟରେ ସିଧାସଳଖ ଭାବେ କ୍ଳିୟରାନ୍ସ କର୍ପୋରେସନ ପେମେଣ୍ଟ କରିବ । ଷ୍ଟକ୍ ଏକ୍ସଚେଞ୍ଜ, କ୍ଲିୟରିଂ କର୍ପୋରେସନ ଏବଂ ଜମାକାରୀଙ୍କ ସହ ଆଲୋଚନା କରିବା ପରେ SEBI ଏହି ନିଷ୍ପତ୍ତି ନେଇଛି । ଏହା ବ୍ୟତୀତ କ୍ଳିୟରିଂ କର୍ପୋରେସନକୁ ମାର୍ଜିନ ଟ୍ରେଡିଂ ସୁବିଧା ଅନ୍ତର୍ଗତ ଦେୟମୁକ୍ତ ସିକ୍ୟୁରିଟି ଏବଂ ପାଣ୍ଠିପ୍ରାପ୍ତ ଶେୟାର ଚିହ୍ନଟ କରିବା ପାଇଁ ଟ୍ରେଡିଂ ସଦସ୍ୟ
କିମ୍ବା କ୍ଳିୟରାନ୍ସ ସଦସ୍ୟମାନଙ୍କୁ ଏକ ବ୍ୟବସ୍ଥା ପ୍ରଦାନ କରିବା ନେଇ SEBI ପରାମର୍ଶ ଦେଇଛି ।

Share

Prev Post

ବିହାରର କୁଖ୍ୟାତ ଅପରାଧୀର ଏନକାଉଣ୍ଟରରେ ମୃତ୍ୟୁ, ଅପରାଧୀଙ୍କ ନାଁରେ ଥିଲା ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି

Next Post

ମୋବାଇଲ ନୂଆ ହେଉ ବା ପୁରୁଣା , ସବୁଥିଲେ ମିଳିବ AIର ମଜା ! ଏହି କମ୍ପାନୀ କରୁଛି ସ୍ୱତନ୍ତ୍ର ପ୍ରସ୍ତୁତି

You might also like More from author
Breaking News

ସିଙ୍ଗିଲ ୱିଣ୍ଡୋରେ 17 ପ୍ରକଳ୍ପକୁ ମଞ୍ଜୁରୀ; 3,878 କୋଟିର ହେବ ପୁଞ୍ଜି ନିବେଶ

Breaking News

ଇଜ୍ରାଏଲ-ଇରାନ ଯୁଦ୍ଧର ପ୍ରଭାବ: ଭାରତରେ ସୁନା, ତୈଳ ଓ ଶେୟାର ବଜାରରେ ହଙ୍ଗାମା

Top Stories

Air India ଦୁର୍ଘଟଣାଗ୍ରସ୍ତ ହେବା ମାତ୍ରେ ସେୟାର ବଜାରରେ ହଇଚଇ, ଟାଟା ଗ୍ରୁପର ସେୟାର କ୍ରାସ୍..

Breaking News

OpenAI ଲଞ୍ଚ କଲା ନୂଆ AI ମଡେଲ o3-pro; କଣ ଏଥିରେ ଖାସ୍‌ ?

Breaking News

ଆଜିଠୁ ଆରମ୍ଭ ହେଲା ଭୁବନେଶ୍ୱରରୁ ଆବୁଧାବିକୁ ସିଧା ବିମାନ ସେବା

Breaking News

ରାସନ କାର୍ଡ ଧାରକଙ୍କ ପାଇଁ ଖୁସି ଖବର, ଜୁନରେ ମିଳୁଛି ୩ ମାସର ରାସନ

Prev Next
Odisha Bhaskar

Recent Posts

କ’ଣ ବ୍ୟାୟାମ ପରେ ବ୍ଲଡ଼ ଟେଷ୍ଟ କରାଇବା…

ହାଇ କୋଲେଷ୍ଟ୍ରଲ ହେଲେ ଶରୀରରେ କ’ଣ…

ଆମକୁ ଡର ଲାଗୁଛି,ଏଠାରୁ ଆମକୁ ନେଇଯାଅ, ଭାରତ…

Air India Planeକୁ ବୋମାରେ ଉଡାଇଦେବାର ଧମକ:…

ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଦୁଃଖ ପ୍ରକାଶ…

କ’ଣ ଛୋଟ ମହୁମାଛିର ଡଙ୍କ ମଧ୍ୟ ହୃଦଘାତର…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ସିଙ୍ଗିଲ ୱିଣ୍ଡୋରେ 17 ପ୍ରକଳ୍ପକୁ ମଞ୍ଜୁରୀ;…

ଇଜ୍ରାଏଲ-ଇରାନ ଯୁଦ୍ଧର ପ୍ରଭାବ: ଭାରତରେ ସୁନା,…

Air India ଦୁର୍ଘଟଣାଗ୍ରସ୍ତ ହେବା ମାତ୍ରେ…

OpenAI ଲଞ୍ଚ କଲା ନୂଆ AI ମଡେଲ o3-pro; କଣ…

Prev Next 1 of 2,331
© 2025 - TK Digital All Rights Reserved.