fbpx

ଶିଶୁ କଳାକାରଙ୍କ ପାଇଁ କଡ଼ାକଡ଼ି ହେଲା ନିୟମ, ମାର୍ଗଦର୍ଶିକା ଜାରି କଲା ଶିଶୁ ଅଧିକାର ସୁରକ୍ଷା ଆୟୋଗ

ଭୁବନେଶ୍ୱର: ଶିଶୁ ସୁରକ୍ଷା ପାଇଁ ଆସିଲା ମାର୍ଗଦର୍ଶିକା । ସିରିଏଲ, ଯାତ୍ରା ଓ ସିନେମାରେ ଶିଶୁ କଳାକାରଙ୍କ ପାଇଁ କଡ଼ାକଡ଼ି ହେଲା ନିୟମ । ବିନା ଅନୁମତିରେ ଶିଶୁ କଳାକାରଙ୍କୁ ଅଭିନୟରେ ସାମିଲ କରାଯାଇପାରିବ ନାହିଁ । ଏଥିପାଇଁ ସମ୍ପୃକ୍ତ ପ୍ରଯୋଜକ ଜିଲ୍ଲାପାଳଙ୍କ ଠାରୁ ଅନୁମତି ଆଣିବାକୁ ପଡ଼ିବ । ଏଥିପାଇଁ ଶିଶୁଙ୍କ ଅଭିଭାବକଙ୍କ ସ୍ୱୀକୃତି ଥିବା ଆବଶ୍ୟକ । ଲାଇଭ୍ ଶୋ’ ପୂର୍ବରୁ କରିବାକୁ ହେବ ଘୋଷଣା । କୌଣସି ଶିଶୁଙ୍କୁ ମିଳିବ ନାହିଁ ନିର୍ଯାତନା । ଏନେଇ ଶିଶୁ ଅଧିକାର ସୁରକ୍ଷା ଆୟୋଗ ମାର୍ଗଦର୍ଶିକା ଜାରି କରିଛନ୍ତି ।

 

Get real time updates directly on you device, subscribe now.