fbpx

ସମ୍ବିଧାନର ମୁଖବନ୍ଧରେ ସ୍ଥାନ ପାଉ ଅହିଂସା ଶଦ୍ଦ: ନବୀନ

ନୂଆଦିଲ୍ଲୀ, ୧୯ା୧୨: ଗତକାଲିଠାରୁ ୫ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଯାଇଛନ୍ତି । ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ କମିଟି ଦ୍ୱୀତୀୟ ବୈଠକ ହୋଇଥିଲା । ସେହି ବୈଠକରେ ଅହିଂସା ଶଦ୍ଦ ସମ୍ବିଧାନ ମୁଖବନ୍ଧରେ ରଖିବା ଦାବିକୁ ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ ।

ମହାତ୍ମା ଗାନ୍ଧିଙ୍କ ଜନ୍ମ ଜୟନ୍ତୀ ନେଇ ରାଷ୍ଟ୍ରପତି ଭବନରେ ବୈଠକ ହୋଇଥିଲା । ସେଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ନିଜ ମତ ରଖିଛନ୍ତି।

Get real time updates directly on you device, subscribe now.