• Likes
  • Followers
  • Subscribers
  • Followers
  • Android App
  • Friday, September 12, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI SEPT 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • ପିଲାଙ୍କ ପାଇଁ ବ୍ୟାନ୍ ହେଲା Social Media: ବଡ଼ ନିଷ୍ପତ୍ତି ନେଲେ ସରକାର, ଜାଣନ୍ତୁ କାହିଁକି?

ପିଲାଙ୍କ ପାଇଁ ବ୍ୟାନ୍ ହେଲା Social Media: ବଡ଼ ନିଷ୍ପତ୍ତି ନେଲେ ସରକାର, ଜାଣନ୍ତୁ କାହିଁକି?

By Development On Nov 29, 2024 at 6:21 PM
Share

ଓଡ଼ିଶା ଭାସ୍କର: ଏଣିକି ୧୬ ବର୍ଷରୁ କମ୍ ପିଲା ସୋସିଆଲ ମିଡିଆ ବ୍ୟବହାର କରିପାରିବେ ନାହିଁ । ସୋସିଆଲ ମିଡିଆ ବ୍ୟବହାର କରିବା ପାଇଁ ମଧ୍ୟ ଏକ ନିର୍ଦ୍ଦିଷ୍ଟ ବୟସସୀମା ଧାର୍ଯ୍ୟ କରିଛନ୍ତି ସରକାର । ସଂସଦରେ ଏଭଳି ଏକ ନିଷ୍ପତ୍ତି ନିଆଯାଇଛି । ସୋସିଆଲ ମିଡିଆ ବ୍ୟବହାର କରିବା ପାଇଁ ସର୍ବନିମ୍ନ ବୟସ ୧୬ ରଖିଛନ୍ତି ସରକାର । ତେବେ ଆସନ୍ତାବର୍ଷରୁ ଏହି ନିୟମ ଲାଗୁ କରାଯିବ । ସଂସଦରେ ସୋସିଆଲ ମିଡିଆ ମିନିମମ୍ ଏଜ୍ ବିଲ୍ କୁ ମଞ୍ଜୁରୀ ମିଳିଛି । ତେବେ ନିୟମ ଉଲ୍ଲଙ୍ଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିପାଇଁ ବଡ଼ ଆମାଉର୍ଟର ଜରିମାନା ଲାଗୁ କରାଯିବ ବୋଲି ସରକାର ସତର୍କ କରାଇଛନ୍ତି ।

ସୂଚନା ଅନୁସାରେ, ‘ଦ ସୋସିଆଲ ମିଡିଆ ମିନିମମ୍ ଏଜ୍’ ବିଲକୁ ମଞ୍ଜୁରୀ ଦେଇଛନ୍ତି ଅଷ୍ଟ୍ରେଲିଆ ସଂସଦ ସିନେଟ୍ । ୩୪-୧୯ ମତରେ ପାରିତ ହୋଇଥିବା ଏହି ବିଲ୍ କୁ ହାଉସ ଅଫ୍ ରିପ୍ରେଜେଣ୍ଟେଟିଭରେ ୧୦୨-୧୩ ବହୁମତ ସହିତ ପାରିତ ହୋଇଛି । ଏହି ନିୟମ ଅନୁସାରେ, ଯଦି ୧୬ ବର୍ଷରୁ କମ୍ ବୟସର ପିଲା ଫେସବୁକ, ଇନଷ୍ଟାଗ୍ରାମ କିମ୍ବା ଅନ୍ୟ କୌଣସି ସୋସିଆଲ ମିଡିଆ ସାଇଟରେ ଆକାଉଣ୍ଟ କ୍ରିଏଟ୍ କରୁଛନ୍ତି, ତେବେ ଏଥିପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମ ହିଁ ଦାୟୀ ରହିବେ । ପିଲାମାନଙ୍କୁ ଆକାଉଣ୍ଟ କ୍ରିକେଟ କରିବାରୁ ରୋକିବା ପାଇଁ ଉଚିତ୍ ପଦକ୍ଷେପ ଗ୍ରହଣ ନ କରିବା ଏବଂ ନିୟମର ପାଳନ ନ କରିବା ପ୍ଲାଟଫର୍ମ ଉପରେ ୫ କୋଟି ଅଷ୍ଟ୍ରେଲିଆ ଡଲାର ପର୍ଯ୍ୟନ୍ତ ଜରିମାନା ଲାଗୁ ହେବା ନେଇ ନିୟମ କରାଯାଇଛି ।

ଏହି ନିୟମ ଲାଗୁ କରିବା ସହ ଅଷ୍ଟ୍ରେଲିଆ ପ୍ରଥମ ଦେଶ ଭାବରେ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍ କରିଛି । ଆସନ୍ତା ନୂଆବର୍ଷରୁ ଏହି ନୂଆ ନିୟମ ଲାଗୁ କରାଯିବ । ଏହି ନିୟମ ଅନୁସାରେ ଟେକ୍ କମ୍ପାନୀ ମାନଙ୍କୁ ନିଜ ପ୍ଲାଟଫର୍ମରେ ପିଲାମାନଙ୍କୁ ଲଗ୍ ଇନ୍ କରିବାରୁ ରୋକିବା ପାଇଁ ଉଚିତ୍ ବ୍ୟବସ୍ଥା କରିବାକୁ ହେବ । ତେବେ ଏହି ବ୍ୟବସ୍ଥା କରିବା ପାଇଁ ସମସ୍ତ ଟେକ୍ କମ୍ପାନୀକୁ ୧ ବର୍ଷର ସମୟ ଦେଇଛନ୍ତି ଅଷ୍ଟ୍ରେଲିଆ ସରକାର । ତେବେ ୟୁଟ୍ୟୁବ୍, ହ୍ୱାଟ୍ସଆପ୍ ଏବଂ ଗୁଗଲ କ୍ଲାସରୁମ ଇତ୍ୟାଦି ପ୍ଲାଟଫର୍ମକୁ ଏହି ନିୟମରୁ ବାଦ୍ ଦିଆଯାଇଛି ।

ଆହୁରି ପଢନ୍ତୁ

ମୃତ୍ୟୁ ପରେ ନବଜାତ ଶିଶୁଙ୍କୁ ପୂର୍ବପୁରୁଷ…

‘ତମ ଆଖିର ଆଇନା ହୋଇ ରହିବି’-…

Share

Prev Post

ଡ୍ରାଇଭର ବସ ଉପରୁ ହରାଇଲା ନିୟନ୍ତ୍ରଣ, ରାସ୍ତା କଡକୁ ଓଲଟିଲା ବସ, ଚାଲିଗଲା ୧୦ ଜୀବନ

Next Post

ଏହି ସବୁ କ୍ଷେତ୍ରରେ ଆସନ୍ତା ମାସରୁ ହେବାକୁ ଯାଉଛି ବଡ ପରିବର୍ତ୍ତନ, ଯାହା ପକେଟ କରିବ ଖାଲି

You might also like More from author
ଖବର

ମୃତ୍ୟୁ ପରେ ନବଜାତ ଶିଶୁଙ୍କୁ ପୂର୍ବପୁରୁଷ କୁହାଯାଏ କି? ଗରୁଡ଼ ପୁରାଣର ରହସ୍ୟ ଜାଣନ୍ତୁ

Featured

‘ତମ ଆଖିର ଆଇନା ହୋଇ ରହିବି’- ବୋଲ୍ଡ ଅଭିନେତ୍ରୀଙ୍କୁ ମିଠା ମିଠା କଥା କହି…

Cricket

BCCI ମୁଖ୍ୟ ରୋଜର ବିନ୍ନି ପଦରୁ ଦେଲେ ଇସ୍ତଫା, ପରବର୍ତ୍ତୀ BCCI ଅଧ୍ୟକ୍ଷ ହେବେ ସଚିନ୍ ତେନ୍ଦୁଲକର!

ଖବର

“ଗୋଟେ ପୁଅ ଜନ୍ମ କରୁଥିବା ମା’ ସାପ ସହ ସମାନ, ଯିଏ ନିଜ ଜନ୍ମକଲା ଛୁଆକୁ…

Cricket

ଗୁଳିରେ ନୁହେଁ, ବ୍ୟାଟର ଗଗନଚୁମ୍ୱୀ ଛକାରେ ପାକ୍ କୁ ପାନେ ଦେବ ଭାରତ, ବିଗ୍ ଫାଇଟରେ କାହାର ପଲଡ଼ା…

Cricket

ହଜାରେ ଅଭିଷେକ ଶର୍ମା ବି ପାରିବେନି ଏ ଦୁର୍ଦ୍ଦଶ ବ୍ୟାଟରକୁ, 29 ଗଗନଚୁମ୍ୱୀ ଛକା ସହ କଲେ ଏତେ ଅଧିକ…

Prev Next
Odisha Bhaskar

Recent Posts

ମୃତ୍ୟୁ ପରେ ନବଜାତ ଶିଶୁଙ୍କୁ ପୂର୍ବପୁରୁଷ…

‘ତମ ଆଖିର ଆଇନା ହୋଇ ରହିବି’-…

BCCI ମୁଖ୍ୟ ରୋଜର ବିନ୍ନି ପଦରୁ ଦେଲେ ଇସ୍ତଫା,…

ହୋଟେଲରୁ ବିରାଟ-ଅନୁଷ୍କାଙ୍କୁ ବିଦା କରିଦେଲେ…

(Video) ଛାଡିଲେନି…ଚାପୁଡ଼ା ଉପରେ…

“ଗୋଟେ ପୁଅ ଜନ୍ମ କରୁଥିବା ମା’…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ମୃତ୍ୟୁ ପରେ ନବଜାତ ଶିଶୁଙ୍କୁ ପୂର୍ବପୁରୁଷ…

‘ତମ ଆଖିର ଆଇନା ହୋଇ ରହିବି’-…

BCCI ମୁଖ୍ୟ ରୋଜର ବିନ୍ନି ପଦରୁ ଦେଲେ ଇସ୍ତଫା,…

“ଗୋଟେ ପୁଅ ଜନ୍ମ କରୁଥିବା ମା’…

Prev Next 1 of 28,988
© 2025 - TK Digital All Rights Reserved.