ଭୁବନେଶ୍ୱର: ତଟ ସୁରକ୍ଷା ଉପରେ ଗୁରୁତ୍ୱଦେବ ଓଡ଼ିଶା ପୋଲିସ । ଏ ନେଇ ସୂଚନା ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ । ତଟ ସୁରକ୍ଷା ପାଇଁ ଗଠନ ହେବ ସ୍ୱତନ୍ତ୍ର ବୋର୍ଡ ।
ବୋର୍ଡରେ ଓଡ଼ିଶା ପୋଲିସ ଓ କୋଷ୍ଟଗାର୍ଡର ସ୍ୱତନ୍ତ୍ର ଅଧିକାରୀ ରହିବେ । ଏଥିସହ ଅବସରପ୍ରାପ୍ତ କୋଷ୍ଟଗାର୍ଡ଼ ଓ ନୌସେନା ଅଧିକାରୀଙ୍କୁ ଦିଆଯିବ ନିଯୁକ୍ତି ।
ସେମାନେ ଅବସର ପରେ ମେରାଇନ୍ ପୋଲିସରେ ନିଯୁକ୍ତି ପାଇବେ ।