Breaking: ବିଦ୍ୟାଙ୍ଗ ବାଳକକୁ ଅଭିଯୋଗ ପ୍ରକୋଷ୍ଠରୁ ସିଧା ମେଡିକାଲ ପଠାଇଲେ ସିଏମ୍

ଭୁବନେଶ୍ୱର: ଜଣେ ଦିବ୍ୟାଙ୍ଗଙ୍କୁ ମେଡିକାଲ ପଠାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅଭିଯୋଗ ପ୍ରକୋଷ୍ଠରେ ସ୍ୱାସ୍ଥ୍ୟାବସ୍ଥା ବୁଝି ତୁରନ୍ତ ମେଡଠିକାଲ ପଠାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଚିକିତ୍ସା ପାଇଁ ସରକାରଙ୍କୁ ସହାୟତା ମାଗିବା ଆଶାରେ ୧୨ ବର୍ଷର ବାଳକ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଆସିଥିବା ସୂଚନା । ଆମ୍ବୁଲାନ୍ସ ଯୋଗେ ନାବାଳକକୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିବା ଜଣାପଡ଼ିଛି ।

ପ୍ରାଥମିକ ଟେଷ୍ଟ ପରେ ଚିକିତ୍ସା କରାଯିବ । ସମସ୍ତ ଚିକିତ୍ସା ଦାୟିତ୍ୱ ସରକାର ନେବେ ବୋଲି ସୂଚନା ।