Breaking: ଗୁରୁତର ପୂର୍ବତନ ବିଧାୟକ ସୁଶାନ୍ତଙ୍କୁ ଭେଟିଲେ ନବୀନ, ଘରୋଇ ହସ୍ପିଟାଲରେ ଚାଲିଛି ଚିକିତ୍ସା

ଭୁବନେଶ୍ୱର: ପୂର୍ବତନ ବିଜେଡି ବିଧାୟକ ସୁଶାନ୍ତ ସିଂ ଗୁରୁତର । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚାଲିଛି ସୁଶାନ୍ତଙ୍କ ଚିକିତ୍ସା ।

ଗୁରୁତର ସୁଶାନ୍ତଙ୍କୁ ଭେଟିଲେ ବିରୋଧୀ ଦଳ ନେତା ତଥା ବିଜେଡି ମୁଖ୍ୟ ନବୀନ ପଟନାୟକ ।

ବିଜେଡିର ଅନ୍ୟ ବରିଷ୍ଠ ନେତା ବି ସୁଶାନ୍ତଙ୍କୁ ଭେଟିବା ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଡାକ୍ତରଙ୍କଠାରୁ ପଚାରି ବୁଝିଛନ୍ତି ।