Breaking: ହାଇକୋର୍ଟଙ୍କ ବଡ ନିଷ୍ପତି…ମହିଳା ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି ପାଇଁ ଖୋଲିଲା ବାଟ

କଟକ: ମହିଳା ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି ପାଇଁ ଫିଟିଲା ବାଟ । ପୂର୍ବରୁ ଜାରି ହୋଇଥିବା କଟକଣା ହଟାଇଲେ ହାଇକୋର୍ଟ ।

କେବଳ ଆଦେନକାରୀଙ୍କ ପାଇଁ ସଂରକ୍ଷିତ ରହିବ ପଦବୀ । ଅବଶିଷ୍ଟ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ।

୨୭୫୩ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି ପାଇଁ ଜାରି ହୋଇଥିଲା ବିଜ୍ଞପ୍ତି ।