ଦୁବାଇ: ଅଷ୍ଟ୍ରେଲିଆକୁ ହରାଇଲା ଟିମ୍ ଇଣ୍ଡିଆ । ୪ ୱିକେଟରେ ହରାଇଲା ଭାରତ । ଆଇସିସି ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଏଣ୍ଟ୍ରିି କଲା ରୋହିତ ବାହିନୀ ।
୨୦୨୩ ବିଶ୍ୱକପ୍ ପରାଜୟର ପ୍ରତିଶୋଧ ନେଲା ଭାରତୀୟ ଦଳ । ରୋହିତ ବାହିନୀର କଙ୍ଗାରୁ ଶିକାର ।
କୋହଲି ୮୪ ରନର ଦମଦାର ଇନିଂସ । ୨୬୫ ରନର ଟାର୍ଗଟକୁ ୧୧ ବଲ୍ ବାକି ଥାଇ ପୂରା କଲା ଭାରତ ।
ଚାମ୍ପିୟନ୍ସ ଟ୍ରଫିରେ ଲଗାତର ତୃତୀୟଥର ପାଇଁ ଫାଇନାଲ ଖେଳିବାକୁ ଯାଉଛି ଟିମ୍ ଇଣ୍ଡିଆ ।