Big Breaking: ଅଙ୍ଗନବାଡ଼ି କର୍ମୀଙ୍କୁ ୧୫୦୦ ଓ ସହାୟିକାଙ୍କୁ ମିଳିବ ୫୦୦ ଟଙ୍କାର ସୁଭଦ୍ରା ପୁରସ୍କାର, ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ସୁଭଦ୍ରା ପାଇଁ ଅଙ୍ଗବାଡ଼ି କର୍ମୀଙ୍କୁ ମିଳିବ ପୁରସ୍କାର । ଅଙ୍ଗନବାଡ଼ି କର୍ମୀଙ୍କୁ ୧୫୦୦ ଯଙ୍କାର ପୁରସ୍କାର ମିଳିବ ।
ସହାୟିକାଙ୍କୁ ମିଳିବ ୫୦୦ ଟଙ୍କାର ପୁରସ୍କାରୁ ମଧ୍ୟ ମିଳିବ । ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଘୋଷଣା କଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ।
ଆଜି ସରକାର ମହିଳାଙ୍କ ଆକାଉଣ୍ଟକୁ ଛାଡ଼ିଛନ୍ତି ୧ମ କିସ୍ତି ୫ମ ପର୍ଯ୍ୟାୟ ଟଙ୍କା । ୨ ଲକ୍ଷ ୩୦ ହଜାରରୁ ଅଧିକ ହିତାଧିକାରୀ ପାଇବେ ସହାୟତା ।
ଆସନ୍ତା କାଲି ଛାଡ଼ି ପୁଣି ୮ ତାରିଖରେ ୧ କୋଟି ମହିଳାଙ୍କ ବ୍ୟାଙ୍କ ଖାତାରେ ଟ୍ରାନ୍ସଫର ହେବ ୫ ହଜାର ଟଙ୍କା । ୮ ତାରିଖରେ ସୁଭଦ୍ରା ଯୋଜନାର ୨ୟ କିସ୍ତି ଟଙ୍କା ମିଳିବ ।