ଭୁବନେଶ୍ୱର: କାଲି ବିଧାନସଭା କାର୍ଯ୍ୟକ୍ରମରେ ଭାଗ ନେବନି କଂଗ୍ରେସ । ଏ ନେଇ ସୂଚନା ଦେଲେ ପିସିସି ସଭାପତି ଭକ୍ତ ଦାସ ।
କାଲି ବିଧାନସଭା ବୟକଟ କରିବ କଂଗ୍ରେସ । କାଲି କଂଗ୍ରେସ ଜରୁରୀ ବୈଠକ କରିବ ବୋଲି କହିଳେ ଭକ୍ତ ଦାସ ।
ବିଧାୟକ ଓ ବରିଷ୍ଠ ନେତାଙ୍କୁ ନେଇ ବୈଠକ ଡାକିଲେ ।
ତାରା ବାହିନୀପତିଙ୍କୁ ଗୃହରୁ ସସପେଣ୍ଡ ନେଇ କଂଗ୍ରେସ ଆଜି ରାତିସାରା ଧାରଣାରେ ବସିବାର ଥିଲା କିନ୍ତୁ ଭକ୍ତଦାସଙ୍କୁ ଅନୁରୋଧ କ୍ରମେ ବିଧାୟକମାନେ ଧାରଣାରୁ ଓହରିଥିବା ସୂଚନା ।