fbpx

ଆଇଏଏସ ଚଞ୍ଚଲ ରାଣାଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର,୨୪ା୭(ଓଡ଼ିଶା ଭାସ୍କର): ଆଇଏଏସ ଚଞ୍ଚଲ ରାଣାଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି । ସେ ଏବେ ମୟୁରଭଞ୍ଜ ଡ଼ିଆରଡ଼ିଏ ପ୍ରକଳ୍ପ ନିର୍ଦ୍ଦେଶକ ଅଛନ୍ତି । ତାଙ୍କୁ କରୋନା ମୁକାବିଲାରେ ସମ୍ବଲପୁର ଜିଲ୍ଳାପାଳଙ୍କୁ ସହଯୋଗ କରିବା ନେଇ ଦାୟିତ୍ୱ ଦିଆଯାଇଛି । ତୁରନ୍ତ ନୂଆ ଦାୟିତ୍ୱରେ ଯୋଗ ଦେବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ହୋଇଛି । ସୂଚନାଯୋଗ୍ୟ ଯେ ଆଜି ସମ୍ବଲପୁରରେ ୧୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.