୨ ମାସ ନାଇଟ୍ କର୍ଫ୍ୟୁ, ଆତଙ୍କୀ ଆକ୍ରମଣକୁ ୟୁରୋପୀୟ ୟୁନିୟନର ନିନ୍ଦା

ନୂଆଦିଲ୍ଲୀ: ଭାରତରେ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କଲା ୟୁରୋପୀୟ ୟୁନିୟନ ।

ଭାରତ-ବାଲାଂଦେଶ ସୀମାରେ ନାଇଟ୍ କର୍ଫ୍ୟୁ । ୨ ମାସ ପାଇଁ ନାଇଟ୍ କର୍ଫ୍ୟୁ ଲାଗୁ କଲେ ସରକାର ।

ସୀମାର ପାର କରି ଆତଙ୍କୀ ଦେଶରେ ପ୍ରବେଶ କରିବା ନେଇ ଆଶଙ୍କା ଥିବାରୁ ସରକାରଙ୍କ ପକ୍ଷରୁ , ପ୍ରକାର ନିଷ୍ପତ୍ତି ନିଆଯାଇଛି ।