Breaking: ଘଟିବ ବଡ଼ ଅଘଟଣ; ବୈତରଣୀ ନଦୀରେ ବନ୍ୟା ଜଳ, ଦବିଗଲା ବ୍ରିଜ୍

ଯାଜପୁର: ବୈତରଣୀ ନଦୀରେ ବନ୍ୟା ଜଳ ପ୍ରବେଶ କରିଛି । ବନ୍ୟା ଜଳ ସ୍ରୋତ ଏତେ ପ୍ରଖର ଥିଲା ଯେ, ବ୍ରିଜ୍ ଦବିଯାଇଥିବା ଖବର ପ୍ରକାଶ ପାଇଛି ।

ବାଲେଶ୍ୱର ନିକଟରେ ଦବିଲା ବ୍ରିଜର ୨ଟି ସ୍ପାନ୍ । ସ୍ପାନ ଦବିବା ପରେ ସ୍ଥାନୀୟ ଲୋକ ଭୟଭିତ ହୋଇଯାଇଛନ୍ତି ।

ବ୍ରିଜ ଦବିବା ନେଇ ସ୍ଥାନୀୟ ଲୋକଙ୍କୁ ସତର୍କ କରିଦିଆଯାଇଛି ।

ସେପଟେ ଭଦ୍ରକ ଜିଲ୍ଲାରେ କୃତିମ ବନ୍ୟା ଦେଖିବାକୁ ମିଳିଛି । ପାଖାପାଖି ୩୦ ଝର ଜବନ୍ଦୀ ହୋଇଥିବାବେଳେ ୨ଟି ଘରର କାନ୍ଥ ଭୁଶୁଡ଼ିଯାଇଛି । ସ୍ଥାନୀୟ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।