Gold Price: ନାକରେ କନ୍ଦାଉଛି ସୁନା ଦର ; ରାତି ପାହିଲେ ରେକର୍ଡ ଭାଙ୍ଗୁଛି…

ସୁନା ଦରକୁ ନେଇ ଆସିଲା ବଡ଼ ଖବର। ବଦଳିଲା ମୂଲ୍ୟ...

ଭୁବନେଶ୍ୱର:ସୁନା ଦରକୁ ନେଇ ଆସିଲା ବଡ଼ ଖବର। ବଦଳିଲା ମୂଲ୍ୟ। ଗତକାଲି ସୁନା ରେଟ୍ ଖସି ଥିବା ବେଳେ ଆଜି ଦରରେ ପୁଣି ଥରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପୁଣି ଥରେ ସୁନା ମହଙ୍ଗା ହୋଇଛି। ପାଞ୍ଚ ଦିନରେ ସୁନା ଦର ଦୁଇଥର ବୃଦ୍ଧି ପାଇଛି। ତେବେ ଏହି ଦର ଗତ କାଲି ଦର ଉପରେ ଆଧାରିତ । ଆସନ୍ତୁ ଜାଣିବା ଆଜି ବଜାରରେ ସୁନାର ମୂଲ୍ୟ କେତେ ହେବ?

ଆପଣଙ୍କୁ କହିରଖୁଛୁ ଯେ ଆଜି ୧୮ କ୍ୟାରେଟ୍ ସୁନା ପ୍ରତି ଗ୍ରାମ ୫୮ ଟଙ୍କା ମହଙ୍ଗା ହୋଇଛି। ତେଣୁ, ଆଜି ଗୋଟିଏ ଗ୍ରାମ ସୁନା ୮୩୪୬ ଟଙ୍କାରେ ଉପଲବ୍ଧ ହେବ, ଯାହା ଗତକାଲି ୮୨୮୮ ଟଙ୍କା ଥିଲା। ଆଜି ୮ ଗ୍ରାମ ସୁନା ୪୬୪ ଟଙ୍କା ମହଙ୍ଗା ହୋଇଛି। ତେଣୁ, ଆଜି ୮ ଗ୍ରାମ ୬୬୭୬୮ ଟଙ୍କାରେ ଉପଲବ୍ଧ ହେବ, ଯାହା ଗତକାଲି ୬୬୩୦୪ ଟଙ୍କା ଥିଲା। ଆଜି ୧୦ ଗ୍ରାମ ସୁନା ୫୮୦ ଟଙ୍କା ମହଙ୍ଗା ହୋଇଛି। ତେଣୁ, ଆଜି ୧୦ ଗ୍ରାମ ସୁନା ୮୩୪୬୦ ଟଙ୍କାରେ ଉପଲବ୍ଧ ହେବ, ଯାହା ଗତକାଲି ୮୨୮୮୦୦ ଟଙ୍କା ଥିଲା। ଆଜି ୧୦୦ ଗ୍ରାମ ସୁନା ୫୮୦୦ ଟଙ୍କା ମହଙ୍ଗା ହୋଇଛି। ତେଣୁ, ଆଜି ୧୦୦ ଗ୍ରାମ ସୁନା ୮୩୪୬୦୦ ଟଙ୍କାରେ ଉପଲବ୍ଧ ହେବ, ଯାହା ଗତକାଲି ୮୨୮୮୦୦ ଟଙ୍କା ଥିଲା।

ଆପଣଙ୍କୁ କହିରଖୁଛୁ ଯେ ଆଜି ୨୪ କ୍ୟାରେଟ୍ ସୁନା ପ୍ରତି ଗ୍ରାମ ୭୭.୧୦ ଟଙ୍କା ମହଙ୍ଗା ହୋଇଛି। ତେଣୁ, ଆଜି ଗୋଟିଏ ଗ୍ରାମ ସୁନା ୧୧୧୨୮ ଟଙ୍କାରେ ଉପଲବ୍ଧ ହେବ, ଯାହା ଗତକାଲି ୧୧୦୫୦.୯୦ ଟଙ୍କା ଥିଲା। ତେଣୁ, ଆଜି ୧୦୦ ଗ୍ରାମ ସୁନା ୧୧୧୨୮୦୦ ଟଙ୍କାରେ ଉପଲବ୍ଧ ହେବ, ଯାହା ଗତକାଲି ୧୧୦୫୦୯୦ ଟଙ୍କା ଥିଲା।

କେମିତି ଜାଣିବେ ସୁନାର ଶୁଦ୍ଧତା: ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ ।ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ । ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ ।