fbpx

ଘୁଞ୍ଚିଲା OAS ମୁଖ୍ୟ ପରୀକ୍ଷା

ଭୁବନେଶ୍ୱର ,୨୮ ।୮(ଓଡିଶା ଭାସ୍କର): କରୋନା ମହାମାରୀ ପାଇଁ ସେପ୍ଟେମ୍ବରରେ ହେବାକୁ ଥିବା ଓଏଏସ ପରୀକ୍ଷା ଘୁଞ୍ଚିଯାଇଛି । ନଭେମ୍ବରରେ ଓଏଏସ ମୁଖ୍ୟ ଲିଖିତ ପରୀକ୍ଷା ହେବାର ସମ୍ଭାବନା ରହିଛି । ତେବେ ପରୀକ୍ଷା ସମ୍ପର୍କୀୟ ସମସ୍ତ ତଥ୍ୟ www.opsc.gov.in ୱେବସାଇଟ ମାଧ୍ୟମରେ ସୂଚନା ଦେବ opsc।

Get real time updates directly on you device, subscribe now.