fbpx

କାଲି ଯାଏ ଗୃହ ମୁଲତବୀ

ଭୁବନେଶ୍ୱର,୪ ।୧୦(ଓଡିଶା ଭାସ୍କର): ବିଜେଡିର ଜଣେ ଦକ୍ଷ ରାଜନୀତିଜ୍ଞ ବା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କର ପରଲୋକ ଘଟିଛି । ପ୍ରଦୀପ ମହାରଥୀଙ୍କ ବିୟୋଗରେ ଗୃହରେ ଶ୍ରଦ୍ଧାଞ୍ଜଳି ଦେବା ସହ ୧ ମିନିଟ ନିରବ ପ୍ରାର୍ଥନା କରାଯାଇଛି । ଗୃହରେ କୌଣସି କାର୍ଯ୍ୟ ସମ୍ପାଦନ କରାଯିବନି । ମହାରଥୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ଆସନ୍ତାକାଲି ୧୦ଟା ୩୦ ଯାଏ ଗୃହ ମୁଲତବୀ କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

Get real time updates directly on you device, subscribe now.