fbpx

TRP ଜାଲିଆତି ରାକେଟର ପର୍ଦ୍ଦାଫାସ

ମୁମ୍ବାଇ,୮ ।୧୦: ମୁମ୍ବାଇରେ ଟିଆରପି ଜାଲିଆତି ରାକେଟ ଠାବ କରିଛି ପୋଲିସ । ରିପବ୍ଲିକ ଟିଭି ଟିଆରପି ଜାଲିଆତି କରୁଥିବା ପୋଲିସ କମିସନର ସୂଚନା ଦେଇଛନ୍ତି । ୨ ମରାଠୀ ଟିଭି ଚ୍ୟାନେଲର ମାଲିକ ବି ଏଥିରେ ସଂପୃକ୍ତ ଥିବା ଅଭିଯୋଗ ହୋଇଛି ।

ତେବେ କେନ୍ଦ୍ର ସରକାରଙ୍କୁ ଜାଲିଆତି ନେଇ ମୁମ୍ବାଇ ପୋଲିସ ଜଣାଇବ । ଏକ ଘରୋଇ ଚ୍ୟାନେଲର ଜଣେ କର୍ମଚାରୀଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଗିରଫ କରିଛି । ସଂପୃକ୍ତ ବ୍ୟକ୍ତିଙ୍କ ଠାରୁ ୨୮ ଲକ୍ଷ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି । ରିପବ୍ଲିକ ଟିଭିର କିଛି କର୍ମଚାରୀଙ୍କ ବିରୋଧରେ ତଦନ୍ତ ଜାରି ରହିଛି ।

Get real time updates directly on you device, subscribe now.