fbpx

ନିଟ୍ ପରୀକ୍ଷାରେ ସତ ପ୍ରତିଶତ ନମ୍ବର ରଖି ଟପ୍ପର ହେଲେ ଓଡ଼ିଆ ଛାତ୍ର

ରାଉଲକେଲା ,୧୬ ।୧୦(ଓଡିଶା ଭାସ୍କର): ନିଟ୍ ପ୍ରବେଶିକା ପରୀକ୍ଷାରେ ଦେଶରେ ଟପ୍ପର ହେଲେ ରାଉରକେଲାର ସୋଏବ ଅଫତାବ । ନିଟ୍ ପରୀକ୍ଷାରେ ସତ ପ୍ରତିଶତ ନମ୍ବର ରଖି ଓଡିଶା ପାଇଁ ଗୌରବ ଆଣିଛନ୍ତି ସୋଏବ ଅଫତାବ । ପ୍ରଥମ ଛାତ୍ର ଭାବେ ନିଟ୍ ପରୀକ୍ଷାରେ ଶତପ୍ରତିଶତ ନମ୍ବର ରଖିଛନ୍ତି ସୋଏବ ।

ନିଟ୍ ପରୀକ୍ଷାର ୭୨୦ ନମ୍ବରରୁ ୭୨୦ ନମ୍ବର ରଖି ଟପ୍ପର ହୋଇଛନ୍ତି ସୋଏବ ଅଫତାବ। କେମେଷ୍ଟ୍ରିରେ ୧୮୦ରୁ ୧୮୦, ବାୟୋଲୋଜିରେ ୩୬୦ ରୁ ୩୬୦, ଫିଜିକ୍ସରେ ୧୮୦ରୁ ୧୮୦, ନମ୍ବର ରଖି ଏହି ସଫଳତା ହାସଲ କରିଛନ୍ତି ସୋଏବ ଅଫତାବ । ୧୮ ବର୍ଷୀୟ ସୋଏବଙ୍କ ଘର ରାଉରକେଲା ଅଞ୍ଚଳରେ ଓ ସେ ନିଟ୍ ପରୀକ୍ଷା କଠିନ ପରିଶ୍ରମ କରୁଥିଲେ ।

Get real time updates directly on you device, subscribe now.