fbpx

ଆପ ମାଧ୍ୟମରେ ନୋଟ୍ ଚିହ୍ନିବେ ଦୃଷ୍ଟିହୀନ

ନୂଆଦିଲ୍ଲୀ, ୧ା୧: କାଗଜ ନୋଟ୍ ଚିହ୍ନାଇବା ପାଇଁ ଆରବିଆଇ ଆଣିଛି ନୂଆ ମୋବାଇଲ ଆପ୍ । ଦୃଷ୍ଟିହୀନଙ୍କ ପାଇଁ ମଣି ଆପ ଉଦଘାଟନ ହୋଇଥିବା ସୂଚନା ମିଳିଛି । ଏହାକୁ ଉଦଘାଟନ କରିଛନ୍ତି ଆରବିଆଇ ଗଭର୍ଣ୍ଣର । MANI ଆପକୁ ନିଃଶୁଳ୍କ ଭାବେ ଡାଉନଲୋଡ଼ କରିହେବ ବୋଲି ଶକ୍ତିକାନ୍ତ ଦାସ କହିଛନ୍ତି ।

Get real time updates directly on you device, subscribe now.