fbpx

କେମିତି ହେବ ଏ ବର୍ଷ ର ମାଟ୍ରିକ ପରୀକ୍ଷା, ଅଭିଭାବକ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଜରୁରୀ ସୂଚନା

ଭୁବନେଶ୍ୱର, ୩ା୧ (ଓଡିଶା ଭାସ୍କର): ଚଳିତ ବର୍ଷ ୧୦୦ ମାର୍କ ପରିବର୍ତେ ୮୦ ମାର୍କ ର ପରୀକ୍ଷା ହେବ । ଛାତ୍ରଛାତ୍ରୀ ଙ୍କ ମାନସିକ ଚାପ କୁ ଦୂରେଇବା ପାଇଁ ଏହି ନିଷ୍ପତି ନିଆଯାଇଛି OMR ସିଟରେ ୫୦ ମାର୍କର ଅବଜେକ୍ଟିଭ୍ ଓ ୩୦ ମାର୍କ ସବଜେକ୍ଟିଭ ପ୍ରଶ୍ନ ରହିବ । କିନ୍ତୁ ମୂଲ୍ୟାୟନ ୧୦୦ ମାର୍କରେ ହେବ ଅର୍ଥାତ୍ ୮୦ ମାର୍କରୁ ପରୀକ୍ଷାର୍ଥୀ ରଖିଥିବା ମାର୍କ ଓ ବାକି ୨୦ ମାର୍କ ପାଇଁ ଆଭରେଜ ମାର୍କ ଦିଆଯିବ । ପରୀକ୍ଷା ଶେଷ ହେବାର ୪୫ ରୁ ୫୦ ଦିନ ଭିତରେ ପରୀକ୍ଷା ଫଳ ପ୍ରକାଶ କରାଯିବ ।ହଷ୍ଟେଲରେ ରହି ପାଠ ପଢୁଥିବା ପିଲାମାନଙ୍କ ପାଇଁ ହଷ୍ଟେଲ ଖୋଲିବାକୁ ମଧ୍ୟ ଯୋଜନା ଚାଲିଛି । ପ୍ରଥମ ପର୍ଯ୍ୟାୟରେ ଆବାସିକ ବିଦ୍ୟାଳୟ ହଷ୍ଟେଲ ଖୋଲିବା ନେଇ ଯୋଜନା କରାଯାଉଛି ।

Get real time updates directly on you device, subscribe now.