fbpx

ସବୁ ଜିଲ୍ଲାକୁ ଗଲା କୋଭିସିଲ୍ଡ ଟିକା

ଭୁବନେଶ୍ୱର,୧୩ ।୧(ଓଡିଶା ଭାସ୍କର): ଓଡିଶା ରାଜ୍ୟ ଟିକା ଭଣ୍ଡାରରୁ ସବୁ ଜିଲ୍ଲାକୁ ପଠାଯାଇଛି କୋଭିସିଲ୍ଡ ଟିକା । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସମସ୍ତ ଜିଲ୍ଲାକୁ ସ୍ୱତନ୍ତ୍ର ବାକ୍ସରେ ଠିକା ପଠାଯାଇଛି । ପ୍ରତ୍ୟେକ ଜିଲ୍ଲାର ଆକଳନ ଅନୁସାରେ ଟିକାକରଣ କେନ୍ଦ୍ରକୁ ଟିକା ପଠାଯାଇଛି ।

ତେବେ ଗତକାଲି କୋଭିସିଲ୍ଡ ଟିକା ଭୁବନେଶ୍ୱରରେ ପହଞ୍ଚିବା ପରେ ୩ ଜିଲ୍ଲାକୁ ପଠାଯାଇଥିଲା । ସେହି ୩ଟି ଜିଲ୍ଲା ହେଉଛି କଟକ, ପୁରୀ ଓ ନୟାଗଡ । ଆସନ୍ତା ୧୬ ଜାନୁଆରୀରେ ସମଗ୍ର ରାଜ୍ୟରେ ସମୂହ ଟିକାକରଣ ହେବ ।

Get real time updates directly on you device, subscribe now.