fbpx

ବିଷ ବଳୟରେ ରହିଛି ରାଜ୍ୟର ୭ ସହର

ଭୁବନେଶ୍ୱର,୨୩ ।୨(ଓଡିଶା ଭାସ୍କର): ରାଜ୍ୟର ୭ଟି ସହରରେ ପ୍ରଦୂଷଣର ମାତ୍ରା ବଢିଚାଲିଛି । ସହରରେ କଟକ, ଭୁବନେଶ୍ୱର, ବାଲେଶ୍ୱର, ଅନୁଗୁଳ, ତାଳଚେର, ରାଉରକେଲା ଓ କଳିଙ୍ଗନଗରରେ ପ୍ରଦୂଷଣ ବଢୁଛି । ଏହି ୭ଟି ସହରରେ ବାୟୁ ପ୍ରଦୂଷଣର ମାତ୍ରା ନିର୍ଦ୍ଧାରିତ ମାନ ମଧ୍ୟରେ ରହୁନି । ନିର୍ଦ୍ଧାରିତ ମାନରେ ରହୁନଥିବାରୁ ୭ ସହରକୁ ନନ୍ ଆଟେନମେଣ୍ଟ ସିଟିର ଆଖ୍ୟା ଦିଆଯାଇଛି । ଏନେଇ ବିଧାନସଭାରେ ଜଙ୍ଗଲ ବିଭାଗ ମନ୍ତ୍ରୀ ବିକ୍ରମ ଆରୁଖ ଉତ୍ତର ରଖିଛନ୍ତି ।

Get real time updates directly on you device, subscribe now.