fbpx

MSME ବାଣିଜ୍ୟ ମେଳା ଉଦଘାଟିତ

ଭୁବନେଶ୍ୱର,୫ ।୩(ଓଡିଶା ଭାସ୍କର): ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଏମଏସଏମଇ ବାଣିଜ୍ୟ ମେଳା ଉଦଘାଟିତ ହୋଇଯାଇଛି । ଏହି ବାଣିଜ୍ୟ ମେଳାକୁ ଭର୍ଚୁଆଲ ମୋଡରେ ଆଜି ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାର୍ଚ୍ଚ ୯ ତାରିଖ ଯାଏଁ ଚାଲିବ ଏ ବର୍ଷର ବାଣିଜ୍ୟ ମେଳା । ଏବର୍ଷ ବାଣିଜ୍ୟ ମେଳାର ବିଷୟବସ୍ତୁ ରହିଛି-‘ଗଢିବା, ବଢିବା ଓ ସମୃଦ୍ଧ ହେବା’ ।

Get real time updates directly on you device, subscribe now.