fbpx

ଗିରଫ ହେଲେ ସକିଲର ଆଉ ୨ସହଯୋଗୀ

କଟକ, ୨୧ା୧(ଓଡ଼ିଶା ଭାସ୍କର): କୁଖ୍ୟାତ ଅପରାଧୀ ସକିଲର ଆଉ ୨ସହଯୋଗୀ ଗିରଫ ହୋଇଥିବା ସୂଚନା ମିଳିଛି । ସେହି ଗିରଫଙ୍କ ମଧ୍ୟରେ ଜଣେ ନାବଳକ ଥିବା ଜଣାପଡ଼ିଛି । ଏହି ମାମଲାରେ ଗିରଫ ସଂଖ୍ୟା ୧୫କୁ ବୃଦ୍ଧି ହୋଇଛି । ବ୍ୟବସାୟୀଙ୍କୁ ୧୦ଲକ୍ଷ ଟଙ୍କାର ଦାଦାବଟି ମାଗିଥିଲା ସକିଲ । ପୂର୍ବରୁ ସକିଲର ୨ ପ୍ରେମିକା, ବାପା ଓ ୧୦ସହଯୋଗୀ ଗିରଫ ହୋଇଥିଲେ । ଚୌଦ୍ୱାର ଜେଲରେ ରହି ମଧ୍ୟ ସକିଲ ଅପରାଧ ଘଟାଉଥିବା ଅଭିଯୋଗ ହୋଇଛି ।

Get real time updates directly on you device, subscribe now.