ଭୁବନେଶ୍ୱର, ୭ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦିନକୁ ଦିନ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ପ୍ରଶାସନ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି । ଏହା ମଧ୍ୟରେ ଆଜି ପୁଣି ୭୯୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୫୯ ଓ ସ୍ଥାନୀୟ ଅଞ୍ଚଳରୁ ୩୩୨ ଜଣ ଚିହ୍ନଟ ହୋଇଛନ୍ତି ।
Covid-19 Report For 6th April
New Positive Cases: 791
In quarantine: 459
Local contacts: 332(Details of local contacts will be shared by concerned District Administration)
District Wise Cases:
1. Angul: 17
2. Balasore: 6
3. Bargarh: 48
4. Bhadrak: 10
5. Balangir: 14— I & PR Department, Odisha (@IPR_Odisha) April 7, 2021
ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୪ ହଜାର ୬୪୭ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୩ ଲକ୍ଷ ୩୮ ହଜାର ୪୧୬ ରହିଥିବା ବେଳେ ୪୨୫୫ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୪୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
22. Nawarangpur: 23
23. Nayagarh: 7
24. Nuapada: 31
25. Puri: 43
26. Rayagada: 14
27. Sambalpur: 45
28. Sonepur: 7
29. Sundargarh: 147
30. State Pool: 27New recoveries: 266
Cumulative tested: 9244574
Positive: 344647
Recovered: 338416
Active cases: 4255— I & PR Department, Odisha (@IPR_Odisha) April 7, 2021