fbpx

କୋର୍ଟରେ ପୁଞ୍ଜିଲାଲ ହାଜର

ବଲାଙ୍ଗିର,୨୮ ।୧(ଓଡିଶା ଭାସ୍କର): ବଲାଙ୍ଗିର ଏଡିଜେ କୋର୍ଟରେ ଆଜି ହାଜର ହୋଇଛନ୍ତି ପୁଞ୍ଜିଲାଲ ମେହେର । ୪ ଦିନିଆ ଜାମିନ ଅବଧି ସରିବା ପରେ ସେ ଜେଲରେ ହାଜର ହୋଇଛନ୍ତି ।

ତେବେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଗିରଫ ହୋଇଥିଲେ ପୁଞ୍ଜିଲାଲ । ସେହି ପାର୍ସାଲ ବୋମା ବିସ୍ପୋରଣରେ ନବ ବିବାହିତ ହୋଇଥିବା ରୀମାଙ୍କର ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା ଓ ରୀମା ମଧ୍ୟ ଗୁରୁତର ଭାବେ ଆହତ ହୋଇଥିଲେ । ପୁଞ୍ଜିଲାଲ ମାଆଙ୍କ ଶେଷକୃତ୍ୟ ପାଇଁ ୪ ଦିନ ପାଇଁ ଜାମିନରେ ଆସିଥିଲେ ।

Get real time updates directly on you device, subscribe now.