fbpx

ଡିଫେନ୍ସ ଏକ୍ସପୋ-୨୦୨୦କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଲଖନଉ,୫ ।୨: ଲଖନଉରେ ଡିଫେନ୍ସ ଏକ୍ସପୋ-୨୦୨୦ ଉଦଘାଟିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉଦଘାଟନ କରିଛନ୍ତି । ଏଥିରେ ୪୦ଟି ଦେଶର ପ୍ରତିରକ୍ଷା ବିଭାଗ ଭାଗ ନେଇଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ରାଜ୍ୟପାଳ ଆନନ୍ଦିବେନ୍ ପଟେଲ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ରହିଥିଲେ ।

Get real time updates directly on you device, subscribe now.