• Likes
  • Followers
  • Subscribers
  • Followers
  • Android App
  • Sunday, July 27, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI RATHA 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • ଖୁସିଖବର! ଏହି ମାସରେ ଆକାଉଣ୍ଟକୁ ୪ ହଜାର ଟଙ୍କା ପଠାଇବେ କେନ୍ଦ୍ର ସରକାର, ଜାଣନ୍ତୁ କିପରି ପାଇବେ ଲାଭ?

ଖୁସିଖବର! ଏହି ମାସରେ ଆକାଉଣ୍ଟକୁ ୪ ହଜାର ଟଙ୍କା ପଠାଇବେ କେନ୍ଦ୍ର ସରକାର, ଜାଣନ୍ତୁ କିପରି ପାଇବେ ଲାଭ?

By Sushreejyoti Routray Last updated Jun 21, 2021 at 1:33 PM
Share

ନୂଆଦିଲ୍ଲୀ: ଚଳିତ ମାସରେ କେନ୍ଦ୍ର ସରକାର କୃଷକଙ୍କ ଆକାଉଣ୍ଟକୁ ୪୦୦୦ ଟଙ୍କା ପଠାଇପାରନ୍ତି । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧିନରେ କୃଷକଙ୍କୁ ୪ ହଜାର ଟଙ୍କା ମିଳିବାର ସୁଯୋଗ ରହିଛି । ନିକଟରେ ସରକାର କୃଷକଙ୍କୁ ଖାତାକୁ ୨୦୦୦ ଟଙ୍କା ଟ୍ରାନ୍ସଫର କରିଥିଲେ । ଯଦି ଆପଣ ବି ଏହି ସୁବିଧାର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ରେଜିଷ୍ଟ୍ରେସନ କରନ୍ତୁ । କିଷାନ ସମ୍ମାନ ନିଧି ଯୋଜନା ଅଧିନରେ ବର୍ତ୍ତମାନ ସୁଦ୍ଧା ୯ କୋଟିରୁ ଅଧିକ କୃଷକ ରେଜିଷ୍ଟ୍ରେସନ କରିଛନ୍ତି ।

ତେବେ ଆପଣ ପିଏମ କିଷାନ ଯୋଜନାର ଅଫିସିଆଲ ୱେବସାଇଟ୍ pmkisan.gov.inକୁ ଯାଇ ଫର୍ମ ପୂରଣ କରିପାରିବେ । ରେଜିଷ୍ଟ୍ରେସନ କରିବା ପରେ ସରକାରଙ୍କ ପକ୍ଷରୁ ଆପଣଙ୍କ ଖାତାକୁ ଟଙ୍କା ଆସିବା ଆରମ୍ଭ ହେବ । ଏପରି ଅନେକ କୃଷକ ଅଛନ୍ତି ଯେଉଁମାନଙ୍କୁ ୨୦୦୦ ଟଙ୍କାର ଏହି ସହାୟତା ମିଳିନାହିଁ, କାହିଁକି ନା ସେମାନେ ଏହି ଯୋଜନାରେ ରେଜିଷ୍ଟ୍ରେସନ କରିନାହାନ୍ତି । ଏଭଳି ପରିସ୍ଥିତିରେ ଯଦି କୌଣସି କୃଷକ ଚାହାନ୍ତି, ତେବେ ୩୦ ଜୁନ୍ ସୁଦ୍ଧା ରେଜିଷ୍ଟ୍ରେସନ କରିପାରନ୍ତି । ଏହାକୁ ମଞ୍ଜୁରି ମିଳିବା ମାତ୍ରେ ଅପ୍ରେଲ-ଜୁଲାଇର କିସ୍ତି ଜୁଲାଇରେ ମିଳିଯିବ ଓ ଅଗଷ୍ଟର ନୂଆ କିସ୍ତି ଆକାଉଣ୍ଟରେ ଆସିଯିବ । ଅର୍ଥାତ୍ ଆପଣ ଦୁଇଟି କିସ୍ତିର ଲାଭ ଉଠାଇପାରିବେ ।

କିପରି କରିବେ ରେଜିଷ୍ଟ୍ରେସନ?
୧- ଆପଣଙ୍କୁ ପ୍ରଥମେ ପିଏମକିଷାନ ୱେବସାଇଟ pmkisan.gov.inକୁ ଯିବାକୁ ପଡିବ ।

ଆହୁରି ପଢନ୍ତୁ

ବଡ଼ ଅଘଟଣ; ହରିଦ୍ବାର ମନସା ଦେବୀ ମନ୍ଦିରରେ…

ଭାରତ ଇତିହାସରେ ପ୍ରଥମ: ସେନାକୁ ମିଳିଲା…

୨- ଏଥିରେ ଆପଣଙ୍କୁ Farmers Corner ଅପସନକୁ କ୍ଲିକ୍ କରିବାକୁ ପଡିବ ।

୩- ଏବେ ଆପଣଙ୍କୁ New Farmer Registration ବିକଳ୍ପ ଉପରେ କ୍ଲିକ୍ କରିବାକୁ ପଡିବ ।

୪- ନୂଆ ଟ୍ୟାବ୍ ଖୋଲିବ, ଯେଉଁଥିରେ ଆଧାର ନମ୍ବର ଓ କ୍ୟାପଚର କୋଡ ଦେବାକୁ ପଡିବ ।

୫- ଏବେ ଆପଣଙ୍କୁ ନିଜର ତଥ୍ୟ ଓ ଜମିର ବିବରଣୀ ଦେବାକୁ ପଡିବ ।

୬- ସମସ୍ତ ସୂଚନା ଦେବା ପରେ ସବମିଡ ବଟନ୍ ଉପରେ କ୍ଲିକ୍ କରିବାକୁ ପଡିବ ।

ଯଦି କୌଣସି ଚାଷୀ ଜୁନରେ ରେଜିଷ୍ଟ୍ରେସନ କରୁଛି, ତେବେ ପ୍ରଥମ କିସ୍ତି ଜୁଲାଇରେ ମିଳିବ । ଆଗାମୀ କିସ୍ତି ବି ମିଳିବ, ଯାହାକୁ ସରକାର ଅଗଷ୍ଟରେ ଦେବାକୁ ଯାଉଛନ୍ତି । ଏହାର ଅର୍ଥ ପିଏମ କିଷାନ ଯୋଜନରେ ଦ୍ୱିଗୁଣ ଲାଭ ମିଳିବ । ଯୋଜନା ପାଇଁ ରେଜିଷ୍ଟ୍ରସନ କରିବା ଦ୍ୱାରା ୪୦୦୦ ଟଙ୍କା ମିଳିବ ।

Share

Prev Post

ବାପା-ମାଆ ଚାଲିଗଲା ପରେ ୩ ବର୍ଷ ଧରି ଭଉଣୀକୁ ଦୁଷ୍କର୍ମ କରୁଥିଲା ନିର୍ଦ୍ଦୟୀ ଭାଇ

Next Post

ପ୍ରଥମ ଥର ପାଇଁ ଘୋଡ଼ା ଚଢ଼ି ବିବାହ କଲା ଅନୁସୂଚିତ ସାମାଜର ବର

You might also like More from author
Breaking News

ବଡ଼ ଅଘଟଣ; ହରିଦ୍ବାର ମନସା ଦେବୀ ମନ୍ଦିରରେ ଦଳାଚକଟା, 6 ଶ୍ରଦ୍ଧାଳୁ ମୃତ, ଏକାଧିକ ଗୁରୁତର, ସିଡ଼ି…

Breaking News

ଭାରତ ଇତିହାସରେ ପ୍ରଥମ: ସେନାକୁ ମିଳିଲା ‘ଲିଗାଲ ଲାଇଫ୍ ଲାଇନ୍’

Featured

ନନ୍-ଭେଜ୍ ପ୍ରେମୀମାନେ ସାବଧାନ! ପ୍ରତିଦିନ ମାଂସ ଖାଇବା ଦ୍ୱାରା ହୋଇପାରେ ଏହି ସମସ୍ୟା

Featured

ହଠାତ୍ ରାଗ କାହିଁକି ଆସେ? ରକ୍ତଚାପ ସହ ଏହାର ସମ୍ପର୍କ କ’ଣ

Breaking News

ଘରେ ଏକା ଅଛନ୍ତି; ଆଉ ହଠାତ୍ ଆପଣଙ୍କୁ ହୃଦଘାତ ହେଲା, ଏପରି ପରିସ୍ଥିତିରେ ଆପଣ କ’ଣ କରିବେ?

Breaking News

Eng vs Ind: ୫୪ ବର୍ଷ ୪ ମାସ, ଶୁଭମନ-କେଏଲଙ୍କ ଯୋଡ଼ି କଲେ ଚମତ୍କାର, ଇଂଲଣ୍ଡ ମାଟିରେ ରଚିଲେ…

Prev Next
Advertisement
ADVERTISEMENT
Odisha Bhaskar

Recent Posts

ବଡ଼ ଅଘଟଣ; ହରିଦ୍ବାର ମନସା ଦେବୀ ମନ୍ଦିରରେ…

ବେଇମାନ ସାଜିଲା ଇଂଲଣ୍ଡ, ଭାରତୀୟ…

ଭାରତ ଇତିହାସରେ ପ୍ରଥମ: ସେନାକୁ ମିଳିଲା…

ନନ୍-ଭେଜ୍ ପ୍ରେମୀମାନେ ସାବଧାନ! ପ୍ରତିଦିନ…

ମନ୍ଦିରରେ ରକ୍ତର ବନ୍ୟା, ମହାଦେବଙ୍କ ପୂଜା…

ହଠାତ୍ ରାଗ କାହିଁକି ଆସେ? ରକ୍ତଚାପ ସହ ଏହାର…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ବଡ଼ ଅଘଟଣ; ହରିଦ୍ବାର ମନସା ଦେବୀ ମନ୍ଦିରରେ…

ଭାରତ ଇତିହାସରେ ପ୍ରଥମ: ସେନାକୁ ମିଳିଲା…

ନନ୍-ଭେଜ୍ ପ୍ରେମୀମାନେ ସାବଧାନ! ପ୍ରତିଦିନ…

ହଠାତ୍ ରାଗ କାହିଁକି ଆସେ? ରକ୍ତଚାପ ସହ ଏହାର…

Prev Next 1 of 27,393
© 2025 - TK Digital All Rights Reserved.