fbpx

ତାପସ ପାଲଙ୍କ ପରଲୋକ

ଭୁବନେଶ୍ୱର, ୧୮ା୨(ଓଡ଼ିଶା ଭାସ୍କର): ପୂର୍ବତନ ତୃଣମୂଳ କଂଗ୍ରେସ ସାଂସଦ ତାପସ ପାଲଙ୍କ ପରଲୋକ ହୋଇଛି । ଆଜି ସକାଳେ ତାଙ୍କ ପରଲୋକ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୧ବର୍ଷ ହୋଇଥିଲା । ତାଙ୍କର ହୃଦଘାତରେ ପ୍ରାଣ ଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.