fbpx

୩ କୋଟି ଟଙ୍କାର ଚୂନ ଲଗାଇ ଧରାପଡ଼ିଲେ ଆତ୍ମଘୋଷିତ ବାବା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୩ କୋଟି ଟଙ୍କାର ଚୂନ ଲଗାଇ ଧରାପଡ଼ିଛନ୍ତି ଆତ୍ମଘୋଷିତ ବାବା । କ୍ରାଇମବ୍ରାଞ୍ଚ ଇଓଡବ୍ଲୁ କବଜାରେ ଧରାପଡ଼ିଛନ୍ତି ଏହି ବାବା । ଜଣେ ବିଟେକ୍ ଇଞ୍ଜିନିୟର୍ ସହିତ ୩ କୋଟି ଚୂନ ଲଗାଇ ଧରାପଡ଼ିଛନ୍ତି । ଜଣେ ସ୍ପେଶାଲ୍ କ୍ଲାସ୍ କଣ୍ଟ୍ରାକ୍ଟର୍ ଙ୍କୁ ଚୂନ ଲଗାଇ ଉଭୟ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇଛନ୍ତି । ଓଟିଡିସିର ଫେକ୍ ୱାକ୍ ଅର୍ଡର୍ ଦେଇ ଏହି ବଡ଼ ରକମର ଠକେଇ କରିଛନ୍ତି ବାବା । ବର୍ତ୍ତମାନ ଏହି ଆତ୍ମଘୋଷିତ ବାବା ଓରଫ ସ୍ୱାମୀ ବିଜୟାନନ୍ଦ ମହାରାଜ ଗିରଫ ହୋଇଛନ୍ତି । ବାବାଙ୍କ ସହିତ ବିଟେକ୍ ଇଞ୍ଜିନିୟର୍ ଚନ୍ଦନ ଆକାଶ ମହାନ୍ତି ମଧ୍ୟ ଇଓଡବ୍ଲୁ ଦ୍ୱାରା ଗିରଫ ହୋଇଛନ୍ତି ।

 

Get real time updates directly on you device, subscribe now.