• Likes
  • Followers
  • Subscribers
  • Followers
  • Android App
  • Sunday, August 17, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI RATHA 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • ବୁଝି ବିଚାରି କରନ୍ତୁ Facebookରେ ପୋଷ୍ଟ, ଏଣିକିି ନିୟମ ନ ମାନିଲେ ଆକାଉଣ୍ଟକୁ ହଟାଇଦେବ କମ୍ପାନୀ

ବୁଝି ବିଚାରି କରନ୍ତୁ Facebookରେ ପୋଷ୍ଟ, ଏଣିକିି ନିୟମ ନ ମାନିଲେ ଆକାଉଣ୍ଟକୁ ହଟାଇଦେବ କମ୍ପାନୀ

By Manas Pradhan On Oct 15, 2021 at 10:11 AM
Share

ନୂଆଦିଲ୍ଲୀ: ଫେସବୁକ ଆକାଉଣ୍ଟ, ପେଜ ଓ ଗ୍ରୁପର କଣ୍ଟେଣ୍ଟ-ଲିଙ୍କଡ ନେଟୱାର୍କ ସମାପ୍ତ ହୋଇଯିବ । ରାଜନେତା, ସାମ୍ବାଦିକ, ସେଲିବ୍ରେଟି ଆଦି ପବ୍ଲିକ ଫିଗର୍ସଙ୍କୁ ଟାର୍ଗେଟ କରୁଥିବା ସେକ୍ସୁଆଲାଇଜିଂ କଣ୍ଟେଣ୍ଟକୁ ବ୍ୟାନ କରାଯିବ । ଏନେଇ କମ୍ପାନୀ ପକ୍ଷରୁ ଏକ ଘୋଷଣାନାମା ଜାରି କରାଯାଇଛି । ଏଥିସହିତ କୌଣସି ବ୍ୟକ୍ତିଗତ ଆପତ୍ତିଜନକ କଣ୍ଟେଣ୍ଟକୁ ମଧ୍ୟ ହଟାଇ ଦିଆଯିବ । ଯେପରିକି, ଇନବକ୍ସରେ ସିଧାସଳଖ ମେସେଜ୍ କରିବା, ବ୍ୟକ୍ତିଗତ ପ୍ରୋଫାଇଲ ବା ପୋଷ୍ଟରେ କମେଣ୍ଟ କରିବା ଏହି ଶ୍ରେଣୀରେ ଆସୁଛି ବୋଲି କୁହାଯାଇଛି ।

ଫେସବୁକ ପକ୍ଷରୁ କୁହାଯାଇଛି ଯେ, ଜର୍ଣ୍ଣାଲିଷ୍ଟ ଓ ମାନବାଧିକାର ଅଧିବକ୍ତାଙ୍କ ପରି ପବ୍ଲିକ ଫିଗର୍ସଙ୍କୁ କମ୍ପାନୀ ଏଣିକି ଅଧିକ ସୁରକ୍ଷା ଅଫର କରିବ । ପବ୍ଲିକଙ୍କ ସହିତ ହେରଫେର ମାମଲାରେ ଗତ ସେପ୍ଟେମ୍ବରରେ ୧୨୫୯ ଆକାଉଣ୍ଟଣ୍ଟ, ପେଜ ଓ ଗ୍ରୁପକୁ ହଟାଇ ଦିଆଯାଇଛି । ଘରୋଇ ଦର୍ଶକଙ୍କୁ ଟାର୍ଗେଟ କରୁଥିବା ମାମଲାରେ ଇରାନରେ ୯୩ ଫେସବେୁକ ଆକାଉଣ୍ଟ, ୧୪ ପେଜ, ୧୫ ଗ୍ରୁପ ଓ ୧୯୪ ଇନଷ୍ଟାଗ୍ରାମ ଆକାଉଣ୍ଟ ହଟାଯାଇଛି । ଏଥିସହିତ ଉକ୍ତ ମାସରେ ସୁଦାନରେ ୧୧୬ ଫେସବୁକ ପେଜ, ୬୬୬ ଫେସବୁକ ଆକାଉଣ୍ଟ, ୬୯ ଗ୍ରୁପ ଓ ୯୨ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ମଧ୍ୟ ହଟାଯାଇଥିବା ଜଣାପଡ଼ିଛି ।

Share

Prev Post

ଶିବରାଜଙ୍କ ବଡ଼ ଘୋଷଣା-କଲେଜରେ ପଢ଼ୁଥିବା ଝିଅମାନଙ୍କୁ ମିଳିବ ୨୫ ହଜାର ଟଙ୍କାର ସ୍କଲାରସିପ୍

Next Post

କୋଭିଡ ପାଇଁ କାଲି ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ

You might also like More from author
Top Stories

ନୱାଜ ସରିଫଙ୍କ ଝିଅ ତଥା ପାକିସ୍ତାନସ୍ଥିତ ପଞ୍ଜାବର ମୁଖ୍ୟମନ୍ତ୍ରୀ ସୁନ୍ଦରୀ ମରିୟଙ୍କୁ ରାସ୍ତାରେ…

Astrology

Vastu Tips: ଘରର ଛାତ ଉପରକୁ କାଉ ଆସିବା ଶୁଭ ନା ଅଶୁଭ? ଜାଣନ୍ତୁ

Featured

(Video): ମେହେଫିଲରେ ମତୁଆଲା ଥିଲେ କନ୍ୟା, ବରକୁ ନାଚିବାରୁ ବାଧ୍ୟ କରିବାରୁ କରିଦେଲା ଏ କାଣ୍ଡ,…

Breaking News

କ୍ରିକେଟରେ BCCIର ନୂଆ ନିୟମ, ଖେଳାଳିଙ୍କୁ ଶକ୍ତ ଝଟକା, ଆହତ ହେଲେ ଟିମରୁ ଟା..ଟା..

Featured

ଦିନେ ଥିଲେ ହଟ, ବୋଲ୍ଡ ଆଣ୍ଡ ସେକ୍ସି, ଆଜି କାହିଁକି ବିପାଶାଙ୍କୁ କେହି ପଚାରୁ ନାହାନ୍ତି,…

Breaking News

ରାଜ୍ୟରେ ନିଯୁକ୍ତ ହେବେ ୫୦୦ ଟ୍ରାଫିକ୍ ୱାଡେନ୍‌, ଦୁର୍ଘଟଣା ରୋକିବା ପାଇଁ ପଦକ୍ଷେପ

Prev Next
Advertisement
ADVERTISEMENT
Odisha Bhaskar

Recent Posts

ସିସିଟିଭିରେ ମର୍ଡର ବେଳର ଭୟଙ୍କର ଦୃଶ୍ୟ,…

ନୱାଜ ସରିଫଙ୍କ ଝିଅ ତଥା ପାକିସ୍ତାନସ୍ଥିତ…

୨୨ ବର୍ଷର ଖେଳାଳି ଭାଙ୍ଗିଲେ ବିରାଟ କୋହଲିଙ୍କ…

Vastu Tips: ଘରର ଛାତ ଉପରକୁ କାଉ ଆସିବା ଶୁଭ…

(Video): ମେହେଫିଲରେ ମତୁଆଲା ଥିଲେ କନ୍ୟା,…

କ୍ରିକେଟରେ BCCIର ନୂଆ ନିୟମ, ଖେଳାଳିଙ୍କୁ…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ନୱାଜ ସରିଫଙ୍କ ଝିଅ ତଥା ପାକିସ୍ତାନସ୍ଥିତ…

Vastu Tips: ଘରର ଛାତ ଉପରକୁ କାଉ ଆସିବା ଶୁଭ…

(Video): ମେହେଫିଲରେ ମତୁଆଲା ଥିଲେ କନ୍ୟା,…

କ୍ରିକେଟରେ BCCIର ନୂଆ ନିୟମ, ଖେଳାଳିଙ୍କୁ…

Prev Next 1 of 27,661
© 2025 - TK Digital All Rights Reserved.