fbpx

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ

ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ । ବୀରମହାରାଜପୁରରୁ ୨ ଥର ଓ ଆଠମଲ୍ଲିକରୁ ୨ ଥର ଜିତିଥିଲେ । ନିଜ ଇସ୍ତଫା ପତ୍ର ଦଳର ସଭାପତିଙ୍କ ନିକଟକୁ ପଠାଇଲେ ସଂଜୀବ ସାହୁ । ବିଜେଡିରୁ ମୋଟ ଚାରିଥର ବିଧାୟକ ଭାବେ ଜିତିଥିଲେ ସଂଜୀବ । ଗତ ନିର୍ବାଚନରେ ସଂଜୀବଙ୍କୁ ଟିକେଟ ଦେଇନଥିଲା ବିଜେଡି ।

 

Get real time updates directly on you device, subscribe now.