fbpx

‘ରସଗୋଲା’କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ‘କାଳିଆ କରୁଛି ଲୀଳା’କୁ ଶ୍ରେଷ୍ଠ ଟେଲି ଫିଲ୍ମ ପୁରସ୍କାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ଭାବରେ ପୁରସ୍କୃତ ହୋଇଛି ‘ରସଗୋଲା’ । ଏହି ଚଳଚ୍ଚିତ୍ରକୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ସ୍ୱରାଜ ମିଶ୍ରଙ୍କ ପ୍ରଯୋଜିତ ‘ରସଗୋଲା’କୁ ପୁରସ୍କାର ଦିଆଯାଇଛି । ସେହିପରି ଶ୍ରେଷ୍ଠ ଟେଲି ଫିଲ୍ମ ଭାରେ ପୁରସ୍କୃତ ହୋଇଛି ‘କାଳିଆ କରୁଛି ଲୀଳା’ । ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ହୋଇଥିବା ୮ମ ରାଜ୍ୟ ଓଡ଼ିଆ ଫିଲ୍ମ ଟେଲି ପୁରସ୍କାରରେ ଏହା ଘୋଷଣା କରାଯାଇଛି । ତେବେ ଘନଶ୍ୟାମ ମହାପାତ୍ରଙ୍କୁ ଜୟଦେବ ପୁରସ୍କାର ଦିଆଯାଇଛି ।

Get real time updates directly on you device, subscribe now.